Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବକ୍ରୀ ଶନି ଉତ୍ତରାଷାଢ଼ା ନକ୍ଷତ୍ରରେ ଥିବାରୁ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। କିନ୍ତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଶିଥିଳତା ପରିଲକ୍ଷିତ ହେବ। ଦୈହିକସ୍ବାସ୍ଥ୍ୟ ନିୟନ୍ତ୍ରଣ ଭିତରେ ରହିବ ମାତ୍ର ମାନସିକ ସ୍ଥିତି ମଧ୍ୟମ। ନିଜ ଲୋକମାନେ ଦାଉ…

ଆଜି ପୁଣି ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରୁ…

ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା । ନିଜ ବିଲରେ ମୂଲ ଲାଗି ହଳ କରି ଧାନ ଗଛ ଲଗାଇ ମୂଲିଆଙ୍କ ସହିତ ଚାଷ କାମ କରି ଭାରତର ଉପ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ନବରଙ୍ଗପୁର ଜିଲ୍ଲାର ଦୁଇଟି ଭିନ୍ନ…

ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଏସବୁ ଜିଲ୍ଲାର ଯୁବ ସଭାପତିଙ୍କୁ ନିଯୁକ୍ତି ଦେବା ସହ ଯୁବ କଂଗ୍ରେସର ରାଜ୍ୟ ମିଡିଆ ଟିମ୍ ଓ ଲିଗାଲ୍ ଟିମ୍ ମଧ୍ୟ ନିଯୁକ୍ତି ଦେଇଛନ୍ତି।…

ସିତୁ ବେହେରା ୫୬୭ ନମ୍ବର ରଖି ସମଗ୍ର ରାଜ୍ୟରେ ଟପ୍ପର

ନୟାଗଡ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । ନୟାଗଡ଼ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ସିତୁ ବେହେରା ୫୬୭ ନମ୍ବର ରଖି ସମଗ୍ର ରାଜ୍ୟରେ ଟପ୍ପର ହୋଇଥିବାବେଳେ ସେହି କଲେଜର ଛାତ୍ରୀ ମନସ୍ମିତା ମହାନ୍ତି ୫୬୨ ମାର୍କ ରଖି…

ବଜାରରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏହି ଫୋନ, ଜାଣିରଖନ୍ତୁ କଣ ରହିଛି ଏହାର ସ୍ପେଶାଲ ଫିଚର

ବିଶ୍ୱ ସ୍ତରରେ ନୋକିଆର ପେରେଣ୍ଟ କମ୍ପାନୀ ଭାବେ ଜଣା ଏଚଏମ୍ଡି ଗ୍ଲୋବାଲ ସୂଚନା ଦେଇଛିକି, ଖୁବଶୀଘ୍ର କମ୍ପାନୀ Nokia 5.3 ସେଟ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଜାରି ହୋଇଥିବା ଏକ ଖବର ଅନୁଯାୟୀ କମ୍ପାନୀ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏକ ଭରଚୁଆଲ ମିଟିଙ୍ଗ ମାଧ୍ୟମରେ ଏହାକୁ ଲଞ୍ଚ…

ଗାଡ଼ିରେ ପ୍ରେସ ଲେଖି କରୁଥିଲେ ଗଂଜେଇ ଚାଲାଣ

କନ୍ଧମାଳ : କନ୍ଧମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଏକ ବଡ ଧରଣର ଗଂଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଚାଲାଣ ଏମିତି ସେମିତି ନୁହେଁ ବରଂ ଗଣମାଧ୍ୟମ ଚିହ୍ନକୁ ଢାଲ କରି କରାଯାଉଥିଲା । ଗଣମାଧ୍ୟମର ବୁମ ରଖି ଗାଡ଼ିରେ ପ୍ରେସ…

ହୋମଗାର୍ଡ଼ମାନଙ୍କ ଦୈନିକ ଭତ୍ତା ୫୩୩

ଭୁବନେଶ୍ୱର() ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମଗାର୍ଡ଼ମାନଙ୍କ ଦୈନିକ ପ୍ରାପ୍ୟ ବୃଦ୍ଧି କରାଯାଇଛି । ଏଣିକି ଦୈନିକ ୫୩୩ଟଙ୍କା ପ୍ରାପ୍ୟ ପାଇବେ ହୋମଗାର୍ଡ଼ । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ସମସ୍ତ ବକେୟା ବର୍ଦ୍ଧିତ…

ଭୁବନେଶ୍ୱରରୁ ଆଜି ୩୭୦ ପଜିଟିଭ, ୧୬୬ ଲୋକାଲ କେସ

ଭୁବନେଶ୍ବର() ଭୁବନେଶ୍ୱରରୁ ଆଜି ୩୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୬୦୭୭…

୪ ପ୍ଲାଜମାଦାତାଙ୍କୁ ମନ୍ତ୍ରୀଙ୍କ ସମ୍ମାନ

ଭୁବନେଶ୍ବର() କରୋନାଠାରୁ ବର୍ତ୍ତିବା ଲାଗି ୨ ଟି ଉପାୟ ବଡ଼ ବଡ଼ ଡାକ୍ତର ଓ ବୈଜ୍ଞାନିକମାନେ କହିଆସୁଛନ୍ତି । ଗୋଟିଏ ହେଲା ସାମଜିକ ଦୂରତା ଓ ଅନ୍ୟଟି ହେଲା ପ୍ଲାଜମା ଥେରାପି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତ୍ୟକ୍ଷ…