Odia News Portal

ଆଉ ଏକ ଲଘୁଚାପ : ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ କହିଲେ ଏସଆରସି

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବାଂଲାଦେଶ ଓ ଏହା ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ରେ ଏହା ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାର ପ୍ରଭାବରେ ଆସନ୍ତାକାଲିଠୁ ତିନି…

ମାତ୍ର ତିନୋଟି ଝାଡୁ ଆପଣଙ୍କୁ କରିପାରେ ମାଲାମାଲ

ଯଦି ଆପଣ ଆର୍ଥିକ ସମସ୍ୟାରେ ଚିନ୍ତାରେ ଅଛନ୍ତି। ଆଉ ଧନ କମାଇବାରେ ସବୁ ପ୍ରଚେଷ୍ଟା ବିଫଳ ହେଉଛି ତାହେଲେ କିଛି ଉପାୟ ଆପଣଙ୍କୁ ଲକ୍ଷ୍ମୀଙ୍କୁ ଆଗମନ କରିବାକୁ ବାଧ୍ୟ କରିଦେବ। ଲାଲ କିତାବ ଅନୁଯାୟୀ ଶୁଭ ଦିନରେ ଝାଡୁ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଶାସ୍ତ୍ର…

ଆଜି ପୁଣି ଭୁବନେଶ୍ୱରରୁ ୩୧୭ କରୋନା ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଆଜି ୩୧୭ କରୋନା  ଆକ୍ରାନ୍ତ ଚିହ୍ନଟ। ଆଜି ଖୋର୍ଦ୍ଧା ଜିଲ୍ଲାରେ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରୁ ବିଏମସିର ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାର ଟ୍ବିଟ  ଯୋଗେ ସୂଚନା ଦେଇଛି  ବିଏମସି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି…

‘ଇନ୍‌ଟୁ ଦ ୱାଇଲ୍ଡ’ରେ ବିୟର ଗ୍ରିଲ୍‌ସଙ୍କ ସହ ଖିଲାଡ଼ି ଷ୍ଟାର ଅକ୍ଷୟ

ମୁମ୍ବାଇ : ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ପ୍ରସିଦ୍ଧ ଆଡ୍‌ଭେଞ୍ଚର ସୋ’ ‘ଇନ୍‌ଟୁ ଦ ୱାଇଲ୍ଡ ୱିଥ୍‌ ବିଅର ଗ୍ରିଲସ’ର ସ୍ୱତନ୍ତ୍ର ଏପିସୋଡ୍‌ରେ ଦେଖିବାକୁ ମିଳିବ । ସେପ୍ଟେମ୍ବର ୧୧ ତାରିଖରେ ଡିସ୍‌କଭରି ପ୍ଲସ ଆପ୍‌ ଏବଂ ୧୪ ତାରିଖରେ ଡିସ୍‌କଭରି ଚ୍ୟାନେଲରେ ଏହାର ପ୍ରସାରଣ କରାଯିବ ।…

ମୁଁ ଆଉ କେଉଁ ମେଡାଲ ଜିତିଲେ ମୋତେ ଅର୍ଜୁନ ପୁରସ୍କାର ମିଳିବ : ସାକ୍ଷୀ ମଲ୍ଲିକ

ଖେଳ ମନ୍ତ୍ରଣାଳୟ ପୂର୍ବ ଖେଳ ରତ୍ନ ବିଜେତା ସାକ୍ଷୀ ମଲ୍ଲିକ ଏବଂ ମୀରାବାଈ ଚାନୁ ଅର୍ଜୁନ ପୁରସ୍କାର ଦେବାକୁ ମନା କରିବାର ଗୋଟେ ଦିନ ପରେ ଭାରତୀୟ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ମୁହଁ ଖୋଲିଛନ୍ତି। ସାକ୍ଷୀ ମୋଦିଙ୍କୁ ଟ୍ଵିଟ କରି କହିଛନ୍ତି, ମୁଁ ଆଉ କେଉଁ ମେଡାଲ ଜିତିଲେ ମୋତେ ଅର୍ଜୁନ…

ବିଧାୟକ ଅନନ୍ତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା ନିମନ୍ତେ ସମୂହ ଦୀପଦାନ

ଭୁବନେଶ୍ୱର :  ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଜଣେ ପରୋଉପକାରୀ ବହୁ ପରିଚିତ ଲୋକପ୍ରିୟ ବିଧାୟକ । ସାରାଜୀବନ ସେ ଜନସାଧାରଣ ମାନଙ୍କର ସେବା ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଛନ୍ତି । ଲଗଡାଉନ ଠାରୁ ଆରମ୍ଭ କରି covid ପଯେଟିବି ହେବା ପୂର୍ବ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଇଁ ଶୁଖିଲା…

ଅର୍ଥଲଗାଣକାରୀ ସଂସ୍ଥାର ପଦ ପଦବୀକୁ ନେଇ ଥାନାରେ ମାମଲା

ଭୁବନେଶ୍ୱର : ନିଜ ନିଜର ଟଙ୍କାକୁ ବେନାମୀ ଭାବେ ଅର୍ଥ ଲଗାଣକାରୀ ସଂସ୍ଥା ଜରିଆରେ ଖଟାଇଥିବା ରାଜଧାନୀର କିଛି ବଡ ବଡିଆଙ୍କ ନିଦ ହଜିଲାଣି । କାରଣ ରାଜଧାନୀରେ ଥିବା ଏହିଭଳି ଗୋଟିଏ ସଂସ୍ଥାରେ ପରିଚାଳନା ନିର୍ଦ୍ଦେଶକ ପଦବୀକୁ ନେଇ ଥାନାରେ ମାମଲା ରୁଜୁ ହେବାପରେ ସମ୍ପୃକ୍ତ ଅଧିକାରୀଙ୍କ…

SCBର ଡେଣ୍ଟାଲ୍‌ ପ୍ରଫେସରଙ୍କ ସମେତ ୭ ଡାକ୍ତର ପଜିଟିଭ୍‌

କଟକ : ଏସ୍‌ସିବି ଡାକ୍ତରଖାନାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବିଶେଷ କରି ଡାକ୍ତର, ସେବିକା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଡାକ୍ତରଖାନା କର୍ମଚାରୀମାନେ କରୋନାରେ ସଂକ୍ରମିତ ହେବା ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏସ୍‌ସିବି ଦନ୍ତ ଚିକିତ୍ସା…

୭୩ ଦିନ ଭିତରେ ଭାରତକୁ ମିଳିବ ପ୍ରଥମ କରୋନୀ ଟୀକା

ନୂଆଦିଲ୍ଲୀ : ଦୀର୍ଘ ୭୩ ଦିନରେ ଭାରତକୁ ମିଳିବ ପ୍ରଥମ କୋଭିଡ୍‌ ଟୀକା କୋଭିସିଲ୍‌ଡ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡି ଟୀକା ବଜାରରେ ଉପଲବ୍ଧ ହେବ । ଦ ନ୍ୟାସନାଲ ଇମ୍ୟୁନାଇଜେସନ୍‌ ପ୍ରୋଗ୍ରାମ ଅଧୀନରେ ଭାରତୀୟଙ୍କୁ ଟିକା ମାଗଣାରେ ଦିଆଯିବ ।  ଅଗ୍ରାଧିକାର ଭିତ୍ତିରେ ଟିକା ଉତ୍ପାଦନ…

ପ୍ରଥମ ଥର ପାଇଁ ବହୁ କଟକଣାରେ ହେଉଛି ପାଳିତ

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପ୍ରଥମ ଥର ପାଇଁ ବହୁ କଟକଣାରେ ପାଳିତ ହେବାକୁ ଯାଉଛି ନୂଆଖାଇ। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚଳିତ ବର୍ଷ ଘରେ ଘରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ପାଳିତ ହେବ ପର୍ବ। ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଆଜି ସକାଳ…