Odia News Portal

ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ଆଦିତ୍ୟଙ୍କ ଶାଶୂ ଓ ଶଳାଙ୍କୁ ଜେରା

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ରହସ୍ୟମୟ ହେବାରେ ଲାଗିଛି। ଏହି ବୁଢ଼ିଆଣୀ ଜାଲର ଖିଆ  ଖୋଜିବା ପାଇଁ ଜିଆର୍‌ପି ଗତକାଲି ଆଦିତ୍ୟଙ୍କ ବାପା, ମାଆ ଓ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ପଳାସପଲ୍ଲୀ ସ୍ଥିତ ଭଡ଼ା ଘରେ ଜେରା କରିଥିଲା। ଆଜି ଜିଆର୍‌ପି ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇ…

ରାଜ୍ୟପାଳଙ୍କୁ ଭେଟିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର : ରାଜସ୍ଥାନ ରାଜନୀତିକ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ଶ୍ରୀ ଗେହଲଟ ତାଙ୍କ ସରକାରଙ୍କ ପାଖରେ ୧୦୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ତେବେ ଏସମ୍ପର୍କରେ ଗେହଲଟ କୌଣସି…

ଆଇପିଏଲ ଆୟୋଜନ ପାଇଁ ଏହି ଦୁଇଟି ସ୍ଥାନର ନାମ ପ୍ରସ୍ତାବ ଦେଲା ବିସିସିଆଇ

ନୂଆଦିଲ୍ଲୀ : ଚଳିତ ବର୍ଷ ଆଇପିଏଲ ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ସକରାତ୍ମକ ସଂକେତ ଦେଇଛି। ପୂର୍ବରୁ ବିସିସିଆଇ ଦେଶରେ କୋରୋନାର ମାତ୍ରା ବଢୁଥିବାରୁ ଅନ୍ୟଦେଶରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସଂକେତ ମିଳିବା ପରେ ଏହି ଦେଶ ଏବେ ଆଇପିଏଲ ଆୟୋଜନ ନେଇ…

ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଗୁରୁତର ଅସୁସ୍ଥ ରୋଗୀଙ୍କୁ ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ । ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ ବୋଲି ଜଣାଯାଇଛି  । କଟକ ଏସିବି ହସ୍ପିଟାଲରେ ଅଗ୍ନିଶମ ବିଭାଗର…

ବିପୁଳ ପରିମାଣର ବିଦେଶୀ ମଦ ଜବତ

ଅନୁଗୁଳ : ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି। ଅନୁଗୁଳ ଜିଳ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି। ଏକ କାର୍‌ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ। ସୂଚନାଯୋଗ୍ୟ ଯେ, Mc…

ସେକ୍ସ ରାକେଟ୍‌ କୁଇନ୍‌‌ ସୋନୁ ପଞ୍ଜାବନ୍‌ର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ : ଦିଲ୍ଲୀର କୁଖ୍ୟାତ ସେକ୍ସ ରାକେଟ୍ କୁଇନ୍‌-ପିନ୍ ୩୬ ବର୍ଷୀୟ ଗୀତା ଅରୋରା ଓରଫ୍‌ ସୋନୁ ପଞ୍ଜାବନ୍ ତିହାର ଜେଲରେ ବିଷାକ୍ତ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାର ଦେଖାଯାଇଥିଲା। ସୋନୁ ପଞ୍ଜାବନଙ୍କୁ ଦିନ୍ ଦୟାଲ ଉପାଧ୍ୟାୟ…

ବାବା ଅମରନାଥଙ୍କ ଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବାବା ଅମରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ସିଂହ ମନ୍ଦିର ପରିସରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ। ଅମରନାଥ ଗୁମ୍ଫାକୁ ହିନ୍ଦୁ ଧର୍ମର ପବିତ୍ର ଧର୍ମସ୍ଥଳ ବୋଲି ବିବେଚନା କରାଯାଏ। ଏଣୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ…

ମାନବିକତାର ପରିଚୟ ଦେଲେ କରଞ୍ଜିଆ ଥାନା ଅଧିକାରିଣୀ

କରଞ୍ଜିଆ : ମାନସିକ ବିକ୍ରୁତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମାନବିକତାର ପରିଚୟ ନେଖାଇଲେ କରଞ୍ଜିଆ ଥାନା ଅଧିକାରିଣୀ ସରୋସିଜି ସିଂ । ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଷ୍ଟାଡିୟମ ନିକଟରେ ଏକ ମାନସିକ…

ଆସନ୍ତୁ ଜାଣିବା କ’ଣ କ’ଣ ବନ୍ଦ ହେଲା ଜିଓର ସବୁଠାରୁ ଶସ୍ତା ପ୍ଲାନ

ଦେଶର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନକୁ ବନ୍ଦ କରିଦେଇଛି। ଏହି ଦୁଇଟି ପ୍ଲାନ ମଧ୍ୟରେ ୪୯ଟଙ୍କା ଏବଂ ୬୯ ଟଙ୍କା ରହିଛି। ଯାହା କେବଳ ଜିଓ ଫୋନ ୟୁଜର୍ସଙ୍କ ପାଇଁ ପ୍ରର୍ଯ୍ୟୁଜ ଥିଲା। ଏହି ପ୍ଲାନକୁ ଏବେ ରିଲାଏନ୍ସ ଜିଓ େଓ୍ଵବସାଇଟରୁ ହଟାଇ ଦେଇଛି।…

ଆଜି ସର୍ବାଧିକ ୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର :  ରାଜ୍ୟ ପାଇଁ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ସର୍ବାଧିକ ୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୭୯ ଜଣ, ଯାଜପୁରର ୮୪, ଖୋର୍ଦ୍ଧାର ୫୦, କଟକର ୪୨,କେନ୍ଦୁଝରର ୨୩,…