Odia News Portal

କାଲି  ସିବିଏସଇ ଦଶମ ରେଜଲ୍ଟ

ଭୁବନେଶ୍ୱର()  ଆସନ୍ତାକାଲି  ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ କରି ସୂଚନା ଦେଇଛନ୍ତି ।  ଗତକାଲି କରୋନା ମହାମାରୀ ଭିତରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ  ପ୍ରକାଶ ପାଇଥିଲା । ପ୍ରକାଶଯେ, ଚଳିତ ବର୍ଷ…

୩୬ ପୁଲିସ କର୍ମଚାରୀଙ୍କୁ କରୋନା

ରାଜ୍ୟରେ ଆଜି ଚିହ୍ନଟ ୫୪୩ କରୋନା ପଜିଟିଭଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ୫୨ ଜଣ ଚିହ୍ନଟ ହୋଇଛନ୍ତି । ତେବେ ସମ୍ପୃକ୍ତ ୫୨ ଜଣଙ୍କ ମଧ୍ୟରୁ ୩୭ ଜଣ ହେଉଛନ୍ତି କରୋନା ଯୋଦ୍ଧା ।  ୩୭ ଯୋଦ୍ଧାଙ୍କ ମଧ୍ୟରେ ୩୬ ଜଣ ପୁଲିସ କର୍ମଚାରୀ ଓ ଜଣେ ଡାକ୍ତର ଥିବା ଜଣାଯାଇଛି ।   …

୨୪ ଘଣ୍ଟାରେ ୨୮ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()  ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୩ ହଜାର ୭୨୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨କୁ ବୃଦ୍ଧି ପାଇଛି ।…

ଅର୍ଥ ବିଭାଗର କଟକଣା ଯୋଗୁଁ ଲକ୍ଷାଧିକ ଠିକା କର୍ମଚାରୀ ରୋଜଗାର ହରାଇବେ

ଭୁବନେଶ୍ୱର : ଅର୍ଥ ବିଭାଗ ଖର୍ଚ୍ଚକାଟ୍‍ ପାଇଁ ଗତ ସାତ ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରିଛି ତାହା ଦ୍ୱାରା ରାଜ୍ୟର ବିଭିନ୍ନ ସରକାରୀ ଦପ୍ତର ଓ ସଂସ୍ଥାରେ କାର୍ଯ୍ୟରତ ଲକ୍ଷାଧିକ କର୍ମଚାରୀ ଛଟେଇ ହୋଇଯିବେ । ରୋଜଗାର ବନ୍ଦ ଯୋଗୁଁ କରୋନା କାଳରେ ସେମାନଙ୍କ ଘରେ ଚୂଲି ଜଳିବ ନାହିଁ ।…

ଆଉ ୪ ମୁଣ୍ଡ ନେଲା ଅରୋନା, ଜାଣନ୍ତୁ ତଥ୍ୟ

ଭୁବନେଶ୍ୱର() ଆଜି ରାଜ୍ୟରେ ୫୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ୨, ଗଞ୍ଜାମ ଓ କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ…

ଆଉ ୫୪୩ କରୋନା ପଜିଟିଭ, ୧୮୯ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୪୩…

ଏହି ଅଭିନେତ୍ରୀଙ୍କ ଘରେ ପହଞ୍ଚିଥିଲା କରୋନା

ମୁମ୍ବାଇ : ମାୟାନାଗରୀ ମୁମ୍ବାଇରେ ସାଂଘାତିକ ରୂପ ନେଲାଣି କରୋନା। ଅମିତାଭ ବଚ୍ଚନ ଓ ତାଙ୍କ ପରିବାର, ଅନୁପମ ଖେର ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ  ହୋଇଛନ୍ତିି । ଠିକ ତା ପରେ ପରେ କରୋନା ଯାଇ ଅଭିନେତ୍ରୀ  ସାରା ଖାନଙ୍କ ଘରେ ପହଞ୍ଚିଛି ।  ସାରା  କରିଛନ୍ତି ଯେ ତାଙ୍କ ଡ୍ରାଇଭରଙ୍କ…

ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ: କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଗତକାଲିଠାରୁ ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ରହିଛି । ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ୨୭ ନମ୍ବର ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ସିଏମ୍‌ସି ପକ୍ଷରୁ ଏପରି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶ୍ରୀଚନ୍ଦ୍ର ଯୋଗୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥପାଇବେ। କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି। ଆଲୋଚନା ପରିସରରେ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌…

ସ୍ବତନ୍ତ୍ର ଆମ୍ବୁଲାନ୍ସ ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ

ଗଞ୍ଜାମ : ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପଞ୍ଚାୟତ ଅମ୍ବୁଲାନ୍ସ ସେବା ପରିଚାଳନା କକ୍ଷ ଓ ଆମ୍ବୁଲାନ୍ସ ଉଦଘାଟନ କରିଛନ୍ତି । ୧୦୮ ଆମ୍ବୁଲାନ୍ସଟି କୋଭିଡ୍ ଜନୀତ ବ୍ୟକ୍ତି ବିଶେଷଙ୍କ ସେବା ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ…