Odia News Portal

କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ତଥ୍ୟ…

ଭୁବନେଶ୍ବର()  ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରୁ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବର…

ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ, ୨୦୧ ଲୋକାଲ କେସ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ …

ଭୁବନେଶ୍ୱର() ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୬୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୧୬…

କରୋନା ମହାମାରୀ ସମୟରେ ଆର୍ନ୍ତଜାତୀୟ ସଂଗଠନ ଗୁଡିକ ନିରବ

ଭୁବନେଶ୍ୱର : କରୋନା ମହାମାରୀରେ ଏବେ ରାଜ୍ୟରେ ଲଗାତାର ଭାବେ ମୁଣ୍ଡ ଗଡୁଛି । ସ୍ଥିତି ବି ସଙ୍ଗୀନ ହେଉଛି । ହେଲେ ଏଭଳି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଆର୍ନ୍ତଜାତୀୟ ସଂସ୍ଥା ଗୁଡିକର ନିରବତା ସମସ୍ତଙ୍କୁ ଆ୧⁄୨ର୍ଯ୍ୟ କରିଛି । ସ୍ୱାସ୍ଥ୍ୟସେବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ…

ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ପୁରୀ : ପୁରୀରେ ଶସ୍ତା ମାଲ ପରିବହନର ମାଧ୍ୟମ ରହିଛି ଠେଲାବାଲା । ଠେଲାରେ କିଏ ଦୋକାନ ଦେଉଛି ତ ଅନ୍ୟ କିଏ ଠେଲାକୁ ମାଲ ପରିବହନରେ ନିୟୋଜିତ କରୁଛି । ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ଏବେ ମାଲ ଓହ୍ଲାଉନି । ସେହିଭଳି ବଜାର ବେପାରୀଙ୍କ ମୁଖ୍ୟ ଭରସା ଠେଲାଗାଡି ରହିଛି । ଦୋକାନ ବିଜାରକୁ…

ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କଲା ୱେଷ୍ଟ ଇଣ୍ଡିଜ୍‌

ସାଉଥମ୍ପଟନ : ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଛି ୱେଷ୍ଟ ଇଣ୍ଡିଜ୍‌ । ରୋଜ ବାଉଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି । ଯୁବ ବ୍ୟାଟ୍ସମ୍ୟାନ୍‌ ଜେର୍ମିନ ବ୍ଲାକଉଡ୍‌ଙ୍କ ଲଢୁଆ ୯୫ ରନ୍‌ ବଳରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳର ବିଜୟ…

ଆଜିଠାରୁ କାଚିବ ବର୍ଷା

ଆଜିଠାରୁ କାଚିବ ବର୍ଷା। ୯ ଜିଲ୍ଲାର ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ…

ମୟୁରଭଞ୍ଜ ରାଜମାତାଙ୍କ ପରଲୋକ

ମୟୁରଭଞ୍ଜ : ମୟୁରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡିଆ ରାଜପ୍ରାସାଦରେ ଦେହାନ୍ତ। ସୂଚନା ମୁତାବକ ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ ମୟୁରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବ୍ୟୟଭାବରେ ମଙ୍ଗଳଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ । ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ । ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…

କୋଭିଡ଼ କେୟାର ସେଣ୍ଟର ଅଗ୍ରଗତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର : କରୋନା ଭୁତାଣୁ ସଂକ୍ରମଣ ଜନିତ କ୍ରମବର୍ଦ୍ଧିଷ୍ଣୁ ପଜିଟିଭି ହାରକୁ ଭିତ୍ତିକରି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଅଛି । ସଂକ୍ରମିତଙ୍କୁ ଆବଶ୍ୟକୀୟ ଚିକିତ୍ସା ନିମିତ୍ତ ଦରକାର ପଡୁଥିବା ଶଯ୍ୟା ସଂଖ୍ୟା ଓ ଚିକିତ୍ସା ସମ୍ୱନ୍ଧୀୟ…

ଆଜି ଏହି ଚୁଲବୁଲି ଅଭିନେତ୍ରୀଙ୍କ ଜନ୍ମଦିନ

ଭୁବନେଶ୍ୱର : କେହି କେହି ତାଙ୍କୁ ଓଲିଉଡ୍‌ର ଆମିର ଖାନ୍‌ କହୁଛନ୍ତି ତ ଆଉ କେହି ତାଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତୁଳନା କରୁଛନ୍ତି। ଆମେ ଏଠି କହୁଛୁ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଶିବାନୀଙ୍କ ବିଷୟରେ। ଆଜି ତାଙ୍କର ଜନ୍ମଦିନ। ଓଲିଉଡର ସେଲେବ୍ରିଟି ତଥା ଫ୍ୟାନ୍ସ ଶିବାନୀଙ୍କୁ…