ରୋଟାରୀ ସ୍ମାଇଲ ପକ୍ଷରୁ ସାନିଟାଇଜର ପ୍ରଦାନ
ଭୁବନେଶ୍ୱର : ରୋଟାରୀ କ୍ଲବ ଭୁବନେଶ୍ୱର ସ୍ମାଇଲ ଦ୍ୱାରା
ଭୁବନେଶ୍ୱର ମହାନଗର ନିଗମକୁ ୧୦ଟି ହ୍ୟାଣ୍ଡସ ଫ୍ରି ସାନିଟାଇଜର ଡିସପେନସର ପ୍ରଦାନ କରାଯାଇଛି ।
ରୋଟାରୀ ଜିଲ୍ଲା-୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ସୌମ୍ୟରଞ୍ଜନ ମିଶ୍ର ଏହି ସାନିଟାଇଜର ଡିସପେନସରକୁ ଭୁବନେଶ୍ୱର ମହାନଗର…
