ଗୀତ ପାଇଁ ପୁଣି ବିବାଦରେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
ଭୁବନେଶ୍ଵର : ଗୀତ ପାଇଁ ପୁଣି ବିବାଦୀୟ ହୋଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କିଛି ମାସ ପୂର୍ବରୁ ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ଗାଇ ବିବାଦ ଘେରକୁ ଆସିଥିବା ବେଳେ ଏବେ ଛେଣ୍ଡିପଦା ରାଣୀ ଗୀତ ଗାଇ ବିବାଦ ଛିଡ଼ା କରିଛନ୍ତି । ତାଙ୍କ ବିରୋଧରେ ଛେଣ୍ଡିପଦା ଥାନାରେ ଏତଲା ହୋଇଛି…
