Odia News Portal

ରାହତ ଇନ୍ଦୋରୀଙ୍କ ପରଲୋକ

ମଧ୍ୟପ୍ରଦେଶ () ପ୍ରସିଦ୍ଧ କବି ରାହତ ଇନ୍ଦୋରୀଙ୍କ ପରଲୋକ । ରାହତ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ମଙ୍ଗଳବାର ରାହତ ଇନ୍ଦୋରୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ କରୋନା ପଜିଟିଭ୍ ହେବା ବିଷୟରେ ସୂଚନା ଦେଇଥିଲେ । ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ଯାଞ୍ଚ…

ଭଦ୍ରକରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ

ଭଦ୍ରକ() ଭଦ୍ରକ ଜିଲ୍ଲାରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ। ମଙ୍ଗଳବାର ପୋଲିସ୍ ଡିଜି ଅଭୟ ଜିଲ୍ଲା ପୋଲିସ୍ କାର୍ୟ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ପୂର୍ବାଞ୍ଚଳ ଆଇଜି ଏବଂ ଭଦ୍ରକ ଏସପିଙ୍କ ସହ ଜିଲ୍ଲାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର କ୍ରାଇମ୍…

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ() ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏବେ ସେ ଭେଣ୍ଟିଲେଟର  ଅଛନ୍ତି । ପ୍ରଣବ ମୁଖାର୍ଜୀଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ତଳେ ତାଙ୍କର ବ୍ରେନ୍…

ସମ୍ବଲପୁରରେ ସଟଡାଉନ ବାତିଲ

ସମ୍ବଲପୁର() ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଚାରିଆଡ଼େ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । କିନ୍ତୁ ସମ୍ବଲପୁରରେ ଅଗଷ୍ଟ ୧୫ ତାରିଖରେ ସଟଡାଉନ ହେବ ନାହିଁ । ସେହିପରି ନୂଆ ଖାଇ ପାଇଁ ୨୨ ଓ ୨୩…

ଋଷ ଆଣିଲା କରୋନା ଟିକା

ମସ୍କୋ () ବିଶ୍ୱର ପ୍ରଥମ କରୋନା ଟୀକା ନେଇ ଘୋଷଣା କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ  । ସେ କହିଛନ୍ତିଯେ, ଋଷ କରୋନା ଟୀକାର ବିକାଶ କରିଥିବାବେଳେ ଟୀକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି  । ତାଙ୍କର ଜଣେ ଝିଅ କରୋନା ଟୀକା ନେଇସାରିଛି ବୋଲି ସେ କହିଛନ୍ତି  । ପୁଟିନ…

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ଟ୍ୱିଟ କରି ନିଜେ ସୌମ୍ୟରଞ୍ଜନ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି । ସଂସ୍ପର୍ଶରେ…

ବାପାଙ୍କ ସମ୍ପତିରେ ପୁଅ ଓ ଝିଅଙ୍କ ସମାନ ଅଧିକାର

ନୂଆଦିଲ୍ଲୀ() ପୈତୃକ ସମ୍ପତିରୁ ଝିଅର ସନ୍ତାନମାନେ ମଧ୍ୟ ଭାଗ ପାଇପାରିବେ  । ଝିଅ ମୃତ୍ୟୁବରଣ କରିଥିଲେ ବି ତାଙ୍କ ପିଲାମାନେ ସମ୍ପତିରୁ ଭାଗ ପାଇପାରିବେ  । ସୁପ୍ରିମକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି  । ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ…

ଦିନକୁ ୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ପଡ଼ିବ

ଭୁବନେଶ୍ୱର()  ଏବେ ରାଜ୍ୟରେ ଦିନକୁ ହାରାହାରି ସାଢେ଼ ୮ ଲକ୍ଷ ଲୋକଙ୍କୁ କାମ ଯୋଗାଉଛନ୍ତି ସରକାର । ଏହାକୁ ଆହୁରି ବଢ଼ାଇବାକୁ ହେବ । ଦିନକୁ ୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ପଡ଼ିବ । ଏ ମାସ ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବାକୁ ହେବ । ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ…

ସେପ୍ଟେମ୍ବର ୯ରୁ ୧୫ ଯାଏ OJEE ପରୀକ୍ଷା

ଭୁବନେଶ୍ୱର() ଆସନ୍ତା ମାସରେ ଅନୁÂିତ ହେବ ଓଜେଇଇ ପରୀକ୍ଷା । ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏ ଅନୁÂିତ ହେବ ଏହି ପରୀକ୍ଷା । ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ଏହି ପରୀକ୍ଷା ହେବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟ ପକ୍ଷରୁ ୧୬ଟି ଜିଲ୍ଲାର ସରକାରୀ…

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୁଏ ୫୬ ପ୍ରକାର ଭୋଗ,ଜାଣନ୍ତୁ କାରଣ

ଭୁବନେଶ୍ୱର() ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଭକ୍ତ ବ୍ରତ ପାଳନ କରନ୍ତି । ଘରେ ବିଭିନ୍ନ ପ୍ରକାର ପ୍ରସାଦ ତିଆରି କରାଯାଇଥାଏ । ସାରା ଦେଶରେ ବହୁତ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ । ଘର ଓ ମନ୍ଦିରକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ଭାବେ ସଜା ଯାଇଥାଏ । ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ୫୬…