ଆମେରିକା ରାଷ୍ଟ୍ରପତି ଦୌଡରେ ସାମିଲ ହେଲେ କାନ୍ୟେ ବେଷ୍ଟ
ଚଳିତବର୍ଷ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏମିତିରେ ରାଷ୍ଟ୍ରପତି ଟ୍ରମ୍ପ ଦେଶରେ ବ୍ୟାପିଥିବା ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଲୋକଙ୍କ ଟାର୍ଗେଟରେ ରହିଛନ୍ତି। ଅନ୍ୟପଟେ କିମ୍ କାରର୍ଦଶିୟାନଙ୍କ ସ୍ୱାମୀ ତଥା ରାପର କାନେଢ ବେଷ୍ଟ ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ…
