Odia News Portal

ବଜ୍ରପାତରେ ୨୦ ମୃତ ଓ ୨୦ରୁ ଅଧିକ ଆହତ

ବିହାରରେ ମୌସୁମୀ ବର୍ଷା ଥମିବାର ନାଁ ଧରୁନାହିଁ। ଆଗାମୀ ୨୪ ଘଣ୍ଟାରେ ପ୍ରଦେଶ ଅନେକ ଜିଲ୍ଲାରେ ଖୁବ୍‌ ଜୋରରେ ବର୍ଷା ହେଉଛି। ଆଜି ବିହାରରେ ପ୍ରବଳ ବର୍ଷା ହେବା ସହିତ ଭୀଷଣ ବଜ୍ରପାତ ବି ହେଇଛି। ଫଳରେ ୨୦ ଜଣଙ୍କର ମୃତ୍ୟୁ ହେବା ସହିତ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବଜ୍ରପାତକୁ ନେଇ…

ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର()  ଆଜି ୪୯୫ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୯୩୪କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୯୧, ଖୋର୍ଦ୍ଧାରୁ ୨୯, ଗଜପତିରୁ ୨୬, ଝାରସୁଗୁଡ଼ାରୁ ୧୫, ବଲାଙ୍ଗୀରରୁ ୧୨,…

୮ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର() ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆଜି ୮ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ୮ଟି ଜିଲ୍ଲା ଗୁଡିକ ହେଲା ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ,କନ୍ଧମାଳ, ଖୋର୍ଦ୍ଧା, କଟକ ଓ ପୁରୀ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ…

ଭୁବନେଶ୍ୱରରୁ ଆଉ ୪୫ ପଜିଟିଭ, ୮ ଲୋକାଲ କେସ, ଜାଣନ୍ତୁ ଲୋକାଲ କେସ ତଥ୍ୟ

ଭୁବନେଶ୍ୱର() ଭୁବନେଶ୍ୱରରୁ ଆଉ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବରମୁଣ୍ଡାର ୪୮ ବର୍ଷର ବ୍ୟକ୍ତି ।…

ଚଳିତବର୍ଷ ବୋଲବମ ଉପରେ କଟକଣା

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ୪୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ମୁବାକିଲା ପାଇଁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଚଳିତବର୍ଷ ବୋଲବମ ଉପରେ ଲାଗିଛି କଟକଣା । ଏନେଇ ଆଜି ଆୟୋଜିତ ଏକ…

କଟକ ସହରକୁ ସଟଡାଉନ ଘୋଷଣା

କଟକ()  କରୋନା ପଜିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ କଟକ ସହରକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସିଏମସି ପକ୍ଷରୁ କଟକ ସହରକୁ ସଟଡାଉନ ଘୋଷଣା କରାଯାଇଛି । ୮ ତାରିଖ ମଧ୍ୟରାତ୍ର ଯାଏ ସଟଡାଉନ ରଖିବାକୁ ଘୋଷଣା କରାଯାଇଛି । ଘୋଷଣା ତକ୍ରାଳ ଲାଗୁ…

ଗଞ୍ଜାମ ପାଇଁ ୨ ସ୍ପେଶାଲ ଏଡିଏମ

ଭୁବନେଶ୍ୱର()  ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ୨ ସ୍ପେଶାଲ ଏଡିଏମଙ୍କୁ ନିଯୁକ୍ତ କରିଛନ୍ତି । ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମଭାବେ ନିଯୁକ୍ତ କରାଯାଇଛି । ପାରୁଲ ପଟାୱାରୀଙ୍କୁ ଉତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ବିଶାଲ…

ଖୋଲିବ ଖଣ୍ଡଗିରି, ଉଦୟଗିରି ଗୁମ୍ଫା

ଭୁବନେଶ୍ୱର() କରୋନା ପାଇଁ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ଏଏସଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖଣ୍ଡଗିରି, ଉଦୟଗିରି ଗୁମ୍ଫା,ଧଉଳି ଅଶୋକ ଶିଳାଲେଖ, ରାଜାରାଣୀ ମନ୍ଦିର,ବାରବାଟୀ ଦୁର୍ଗ, …

କୁକୁରମାନେ ଘର ବାହାରେ କାହିଁକି କାନ୍ଦନ୍ତି ? ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର() କୁକୁରର କାନ୍ଦିବାକୁ ଅଶୁଭ ବୋଲି କୁହାଯାଇଥାଏ। କୁହାଯାଏ ଯେ କୁକୁରର କାନ୍ଦିବା ଅର୍ଥ କାହାର ମୃତ୍ୟୁର ପୂର୍ବସୂଚନା। ଏପରି କଥା ଣୁଣି ତ ଯେ କେହି ବି ଡରିଯିବ। ଜ୍ୟୋତିଷଙ୍କ କହିବା ଅନୁସାରେ କୁକୁରମାନେ ସେତେବେଳେ ବହୁତ କାନ୍ଦିଥାନ୍ତିଯେତେବେଳେ ପାଖରେ କୈାଣସି ଆତ୍ମା…

ଆୟକର ରିଟର୍ଣ୍ଣ ସମୟ ସୀମା ବୃଦ୍ଧି

ଭୁବନେଶ୍ୱର() ଆୟକର ରିଟର୍ଣ୍ଣ ସମୟ ସୀମା ବୃଦ୍ଧି ପାଇଛି । ଆସନ୍ତା ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଅବଧିକୁ ବୃଦ୍ଧି କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଡେଡଲାଇନକୁ ଘୁଞ୍ଚାଇଛନ୍ତି । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି…