Odia News Portal

ଭୁବନେଶ୍ବରରୁ ୨୪ ପଜିଟିଭ, ଜାଣନ୍ତୁ ତଥ୍ୟ

ଭୁବନେଶ୍ୱର() ଆଜି ରାଜ୍ୟରେ ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ୨୪ଜଣ ବୋଲି ଜଣାପଡ଼ିଛି । ୨୪ଜଣଙ୍କ ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୪ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଏକ ଘରୋଇ…

ଜିଓ ପ୍ଲାଟଫର୍ମସରେ ପୁଞ୍ଜିନିବେଶ କରିବ ଇଣ୍ଟେଲ୍ କ୍ୟାପିଟାଲ୍

ଭୁବନେଶ୍ୱର()  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ…

ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ ୧ ହଜାର, କିନ୍ନରମାନଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର() ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ମିଳିବ । ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ଟଙ୍କା ଆସି ସାରିଛି । ଖୁବଶୀଘ୍ର ଦେବା ବ୍ୟବସ୍ଥା ହେବ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ସରପ୍ରାଇଜ୍

ନୂଆଦିଲ୍ଲୀ() ଲେହ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ସରପ୍ରାଇଜ୍ । ସେନାର ମନୋବଳ ବଢାଇବା ପାଇଁ ମୋଦି ଗସ୍ତ କରିଛନ୍ତି । ସୀମାରେ ଉତ୍ତେଜନା ସମୟରେ ଲଦାଖରେ ମୋଦି । ଲେହ ଏୟାରପୋର୍ଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଗଲଓ୍ବାନ ଘାଟି ଯିବା ନେଇ…

ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର() ଆଜି ୫୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ ରେକର୍ଡ଼ କଲା କରୋନା, ୫୬୧ ଆକ୍ରାନ୍ତ ଚିହ୍ନଟ,୧୩୬ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ଆଉ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ସଙ୍ଗରୋଧ କେନ୍ଦ୍ରରୁ ଓ ୧୩୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।…

କ’ଣ ପାଇଁ ଅଧର ହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି , ଜାଣନ୍ତୁ ପ୍ରକୃତ କାରଣ….

ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ…

ଦୁଇ ଦଶନ୍ଧି ଧରି ଜଣେ ଯନ୍ତ୍ରୀଙ୍କ ହାତରେ ପ୍ରଦୂଷଣ ଯାଞ୍ଚ କ୍ଷମତା

ଭୁବନେଶ୍ୱର : ରାଜ୍ୟରେ ଥିବା କଳ କାରଖାନାର ପ୍ରଦୂଷଣ ଯାଞ୍ଚ କ୍ଷମତା ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଜଣଙ୍କ ହାତରେ ରହିଛି । ଘଟଣାଟି ବିଶ୍ୱାସ ହେଉନଥିଲେ ବି ସତ୍ୟ । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଯନ୍ତ୍ରୀଙ୍କ ହାତରେ ଗତ ୨୩ବର୍ଷ ଧରି ଏହି କ୍ଷମତା ଥିବାନେଇ ଏବେ…

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ଭୁବନେଶ୍ୱର() ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି ହେବ। ରଥାରୁଢ ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅଧର ପଣା ଉଚ୍ଚ ହାଣ୍ଡିରେ ଲାଗି ହେବ । ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ ଶାନ୍ତି ପାଇଁ ମହାପ୍ରଭୁଙ୍କ ଏହି ନିିିିିଆରା ନୀତି କରାଯାଇଥାଏ। ଗତ କାଲି ମହାପ୍ରଭୁଙ୍କ…

ଭକ୍ତ ଓ ଭକ୍ତିର ପରାକାଷ୍ଠା ପ୍ରମାଣିତ…

ଜଗତର ନାଥ ଶ୍ରୀଜଗନ୍ନାଥ । ସେ ହିଁ ଆଦ୍ୟ, ସେ ହିଁ ଅନ୍ତ । ତାଙ୍କ ପାଖରେ ଛୋଟ-ବଡ, ଧନୀ-ଗରିବ, କ୍ଷମତା ଓ ପ୍ରତିପତିର କୌଣସି ଭେଦଭାବ ନାହିଁ । ସମସ୍ତେ ତାଙ୍କ ପାଖରେ ସମାନ । ତାଙ୍କ ପାଖରେ ଯିଏ ସମର୍ପି ଯାଇଛି ତାର ସବୁ ଦୁଃଖ କଷ୍ଟକୁ ମହାପ୍ରଭୁ ନିଜ ଆଦେରୀ ଦେଇଛନ୍ତି । ଇତିହାସରେ ଏମିତି…