Odia News Portal

ପ୍ରେମରେ ପଡିଲେ ଶରୀର ରହିବ ସୁସ୍ଥ ! ଆସନ୍ତୁ ଜାଣିବା କେମିତି

ପ୍ରେମ ଏକ ବହୁତ ସୁନ୍ଦର ଅନୁଭବ। ‘ପ୍ରେମ’ ଦୁଇଟି ଆତ୍ମାର ନିଃସର୍ତ୍ତ ମିଳନ । ପ୍ରେମ ନୈସର୍ଗିକ, ପ୍ରେମ, ଶାଶ୍ୱତଃ ଓ ଚିରନ୍ତନ । ପ୍ରେମ ସମ୍ପର୍କରେ କବି ଓ କଥାକାରଙ୍କ ବହୁ ନିଦର୍ଶନ ରହିଛି । ତେବେ ପ୍ରେମର ବୈଜ୍ଞାନିକ ତଥ୍ୟ ବିଷୟର କ୍ୱଚିତ୍‌ ଜାଣିଥିବେ । ପ୍ରେମ କରିବା ଦ୍ୱାରା ଜଣେ…

ମିଥ୍ୟା ଗୁଜବ ଯୋଗୁଁ ପଡିରହିଛି ହୃଷୀକେଶଙ୍କ ମୃତଦେହ

ଯାଜପୁର : ହଜିଗଲା ମାନବିକତା, ମ୍ୟାଲେରିଆ ଜ୍ୱରରେ ପୀଡିତ ହୃଷୀକେଶଙ୍କୁ ନେଲା ନାହିଁ ସରକାରୀ ଅମ୍ବୁଲାନ୍ସ, ସନ୍ଦେହ ପାଲଟିଲା ସର୍ବନାଶ,ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସିହା ପଂଚାୟତ ଅଧିନସ୍ଥ କମ୍ପିରା ଗ୍ରାମର ହୃଷୀକେଶଙ୍କ ବିଷୟରେ ହୃଷୀକେଶ ସାହୁ, ବୟସ-୫୫। ପରିବାରର ଗୁଜୁରାଣ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆପୋଷ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ପରୋକ୍ଷ ଶତ୍ରୁତା କାରଣରୁ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ମନକୁ ବୁଝାଇ ଟେନ୍‌ସନ କମିଯିବା ସକାଶେ ଚେଷ୍ଟା କରିବେ। ବୃଷ ଆଜି ଆନୁଷ୍ଠାନିକ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା

ଥିରୁଅନନ୍ତପୁରମ : କେରଳର କୋଝିକୋଡ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା। ଦୁବାଇରୁ କେରଳର କୋଝିକୋଡକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344) ଦୁର୍ଘଟଣାର ଶିକାର ହୋଇଛି। ସଂଧ୍ୟା ୭ଟା ୪୦ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିମାନ…

ପୁଣି ୧୧୫ କେଜି ଗଞ୍ଜେଇ ଜବତ

ମୋହନା : ଲାଗୁଛି ଯେମିତି ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ପ୍ରାୟତଃ ଦିନେ ଦୁଇ ଦିନରେ ଥରେ ମୋହନା କିମ୍ବା ଅଡବା ଥାନା ଅଞ୍ଚଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଉଛି । ଶୁକ୍ରବାର ସକାଳୁ ପୁଣି ୧୧୫ କେଜି ଗଞ୍ଜେଇ ଜବତ କରିଛି ଅଡବା…

ମାତ୍ର ୧୫୦ ଟଙ୍କା ପାଇଁ ଏଠିକାର ମହିଳା କରୁଛନ୍ତି ବେଶ୍ୟାବୃତ୍ତି

କରୋନା ମହାମାରୀ ଅନେକ ଲୋକଙ୍କ ଜୀବନଜୀବିକାକୁ ବରବାଦ କରିଦେଇଛି। ଯେଉଁମାନେ ପୂର୍ବରୁ ନିଜ ଜୀବନକୁ ଦୁର୍ବିସହ ଭାବେ ଜିଉଁଥିଲେ, ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି କରୋନା। କରୋନା କାହାର ଭାତ ହାଣ୍ଡି ଛଡାଇନେଇଥିବା ବେଳେ ଆଉ କାହାର ରୋଜଗାର ଉପରେ ପ୍ରଭାବ ପକାଇଛନ୍ତି। କରୋନା ଯୋଗୁଁ…

ଆଜି ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୮୧୦ ଆକ୍ରାନ୍ତ

ଭୁବନେଶ୍ଵର :  କରୋନାରୁ ଆଜି ସୁସ୍ଥ ହୋଇଛନ୍ତି ସର୍ବାଧିକ ଆକ୍ରାନ୍ତ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୭୦୦,…

ଏବେ ବିନା ଇଣ୍ଟରନେଟରେ କରିପାରିବେ ମୋବାଇଲ ଏବଂ କାର୍ଡରୁ ପେମେଣ୍ଟ,

ଏବେ ଅଫଲାଇନ ଅର୍ଥାତ୍‌ ବିନା ଇଣ୍ଟରନେଟରେ କାର୍ଡ କିମ୍ବା ମୋବାଇଲ ଜରିଆରେ ପେମେଣ୍ଟ କରିପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଲଟ ଆଧାରରେ ଏହାକୁ କରିବା ପାଇଁ ଅନୁମତି ଦେଇଛନ୍ତି। ଏହା ଜରିଆରେ ଆପଣ ଥରକେ ୨୦୦ ଟଙ୍କା ହିଁ ଟ୍ରାଞ୍ଜାକ୍ସନ କରିପାରିବେ। ପୂର୍ବରୁ ଆପଣ କେବଳ ଇଣ୍ଟରନେଟ ଥିଲେ…

ପତଞ୍ଜଳି ଉପରେ ଲଗିଲା ୧୦ ଲକ୍ଷ ଟଙ୍କାର ଜରିମନା

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁବେଦ  ଓ ଦିବ୍ୟ ମନ୍ଦିର ଯୋଗ ଟ୍ରଷ୍ଟ  ଦେବେ ୧୦ ଲକ୍ଷ ଟଙ୍କାର ଜରିମନା। ଏନେଇ ଆଜି ମାଡ୍ରାସ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। କୋର୍ଟ ଏହି ଜରିମନା ଲଗାଇବା ପଛରେ ରହିଛି ବାବା ରାମଦେବଙ୍କ ପତଞ୍ଜଳି ଦ୍ବାରା ପ୍ରସ୍ତୁତ  କରୋନ ଔଷଧ…

ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ମନୋଜ ସିହ୍ନା

ଜମ୍ମୁ() ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା…