Odia News Portal

ଝାରସୁଗୁଡ଼ା ଏସପିଙ୍କ ନିଆରା ଉଦ୍ୟମ

ଝାରସୁଗୁଡ଼ା : ଲୋକଙ୍କ ସହ ଫୋନରେ ଯୋଡ଼ିହେବେ ଝାରସୁଗୁଡ଼ା ଏସପି । ଏଥର ସିଧାସଳଖ ଫୋନ କରି ଏସପିଙ୍କ ପାଖରେ ନିଜର ଅଭିଯୋଗ କରିପାରିବେ ଜିଲ୍ଲାବାସୀ । ଲକଡାଉନ ଓ କୋରୋନା ମୁକାବିଲା ଯୋଗୁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଥିବାରୁ ଏଭଳି ଅଭିନବ ପ୍ରୟାସ କରିଛନ୍ତି ଏସପି  ଶ୍ରୀ ରାହୁଲ ପି ଆର ।…

ବାହୁଡା ପାଇଁ ପୁରୀରେ କର୍ଫ୍ୟୁ

ପୁରୀ : ବାହୁଡା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଜାରି କରାଯିବ । ଜୁନ୍‌ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି କରାଯିବ । ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ଏହି ସୂଚନା ଦେଇଛନ୍ତି । କର୍ଫ୍ୟୁବେଳେ ସହରବାସୀ ଘରୁ ବାହାରି ପାରିବେ ନାହିଁ । ହୋଟେଲ୍‌…

ଅଜବ ପ୍ରେମର ଗଜବ କାହାଣୀ, ସ୍ଵାମୀଙ୍କୁ ଛାଡି ପ୍ରେମିକାର ହାତ ଧରିଲା ସ୍ତ୍ରୀ

ବିହାରର ବେଗୁସରାଇରୁ ଏକ ଅଜବ ପ୍ରେମର ଗଜବ କାହାଣୀ ସାମ୍ନାକୁ ଆସିଛି । ଏଠାରେ ଜଣେ ନବ ବିବାହିତ ଝିଅ ନିଜ ସ୍ୱାମୀଙ୍କ ସହ ରହିବାକୁ ମନା କରିଦେଇଛି କାରଣ ସେ ପୂର୍ବରୁ ହିଁ ଅନ୍ୟଜଣେ ଝିଅଙ୍କ ସହିତ ସମଲିଙ୍ଗୀ ସମ୍ପର୍କରେ ରହି ଆସିଛନ୍ତି । କେବଳ ଏତିକି ନୁହେଁ ମାମଲାଟି ସେତେବେଳେ…

କ୍ରିକେଟ ମୋ ପ୍ରଥମ ପ୍ରେମ : ଶ୍ରୀସନ୍ଥ

ଲଗାତାର ୧୨ ଦିନର ପଚରାଉଚୁରା। ଜେଲରେ ବିତାଇଲେ ୧୭ ଦିନ। ସ୍ପଟ୍‌ ଫିକ୍ସିଙ୍ଗ୍‌ ଅଭିଯୋଗରେ ସାତ ବର୍ଷର ପ୍ରତିବନ୍ଧ। ଏବଂ ଏହାପରେ ଏହି ଟ୍ୟାଗ୍‌ ସହିତ ବଞ୍ଚି ରହିବା। କିନ୍ତୁ ଏସ. ଶ୍ରୀସନ୍ତ କେବେବି ହାର ମାନିନାହାନ୍ତି। ଏହି ସମୟରେ ସେ ରାଜନୀତି, ଫିଲ୍ମ ଏବଂ ରିୟଲିଟୀ ଶୋ ଆଦିରେ ନିଜର…

ବିଗବସ ୧୪ : ଏଥର ସେଲିବ୍ରିଟିଙ୍କ ସହ ୩ ଜଣ ସାଧାରଣ ଲୋକ ଆସିବେ ନଜର

କରୋନା ପାଇଁ ଅନେକ କାମ ଏପର‌୍ୟ୍ୟନ୍ତ ଅଟକି ରହିଛି କିନ୍ତୁ ଏହା ମଧ୍ୟରେ ବିଗବସ୍ ୧୪ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।ସୂଚନା ଅନୁଯାୟୀ ଏହି ଶୋ ଏକ ମାସ ବିଳମ୍ବ ଅର୍ଥାତ ଅକ୍ଟୋବରର ଶେଷ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି । କୁହାଯାଉଛି ଯେ ପ୍ରତିଯୋଗୀଙ୍କ ନାମ ଚୂଡାନ୍ତ ହୋଇଛି ।…

ସରପଞ୍ଚ ପୋଖରୀ ଖୋଳା ପାଇଁ ନେଉଥିଲେ ଲାଞ୍ଚ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦାସମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ। ମନରେଗା  ଯୋଜନା ମାଧ୍ୟମରେ ପୋଖରୀ ଖୋଳିବାର ୱାର୍କ ଅର୍ଡର ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।  ସେହି ସମୟରେ କୋରାପୁଟ ଡିଭିଜନର ଭିଜିଲାନ୍ସ ଟିମ୍…

ହୋଟେଲରେ ପେଡ କ୍ୱାରେଣ୍ଟିନ ବ୍ୟବସ୍ଥା କରାଯାଇଛି

ଭୁବନେଶ୍ୱର()  କରୋନା ନେଇ ସଚେତନ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସିଏମସି ପକ୍ଷରୁ ୧୦ଟି ରାପିଡ ରେସ୍ପନ୍ସ ଟିମ୍ ଗଠିତ ହୋଇଛି । କଟକରେ ୧୦ ହଜାର ବୟସ୍କ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । କଟକ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି ସିଏମସି । ବସ୍ତି…

ସୁସ୍ଥ ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର()  ଆଜି ରାଜ୍ୟରେ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬୦୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ ଗଞ୍ଜାମର ରହିଥିବା ବେଳେ ଖୋର୍ଧାରୁ ୪୫, ବାଲେଶ୍ୱରରୁ ୩୧,…

ଡେକ୍ସାମେଥାସନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ() କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ବ୍ୟବହାର କରିବାକୁ ଅନୁମତି ମିଳିଯାଇଛି । ଗମ୍ଭୀର ଓ ମଧ୍ୟମ ଧରଣର ଆକ୍ରାନ୍ତଙ୍କ ଚିକତ୍ସା ପାଇଁ ଏହି ଅନୁମତି ଦିଆଯାଇଛି । ତେବେ ଡେକ୍ସାମେଥାସନ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦିଆଯାଇଛି । ଅକ୍ସଜେନ…

ଭୁବନେଶ୍ୱରରୁ ୯ ପଜିଟିଭ୍, ୮ ଲୋକାଲ କେସ

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ଭୁବନେଶ୍ୱରରୁ ଆଉ ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ୯ ଆକ୍ରାନ୍ତ…