Odia News Portal

କରୋନା ନେଲା ଆଉ ୧୦ ମୁଣ୍ଡ, ଖୋର୍ଦ୍ଧାରୁ ୩

ଭୁବନେଶ୍ବର()  ରାଜ୍ୟରେ ଗୋଟିଏ ଦିନରେ ୧୦ ଜୀବନ ନେଇଛି କରୋନା ଭାଇରସ୍ । ମୃତ୍ୟୁ ହୋଇଥିବା ୧୦ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି । ଏନେଇ…

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୬୦୨ କରୋନା ପଜିଟିଭ୍, ୬୦୯ ଲୋକାଲ କେସ

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୧୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୭୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଗାଁ ଗାଁ ପିଲା ଖୋଜୁଛନ୍ତି ଘରୋଇ ଵିଜ୍ଞାନ କଲେଜ କର୍ତ୍ତୃପକ୍ଷ

ଭୁବନେଶ୍ୱର : ରାଜ୍ୟରେ ଥିବା ଯୁକ୍ତ ଦୁଇ ବିଜ୍ଞାନ କଲେଜ ଗୁଡିକ ଏବେ ତିଷ୍ଠି ରହିବାପାଇଁ ଗ୍ରାମାଞ୍ଚଳ ଉପରେ ନଜର ପକାଇଛନ୍ତି । ସେମାନଙ୍କ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ କିଭଳି ମାଟ୍ରିକ ପାଶ୍‍ କରିଥିବା ଛାତ୍ରଛାତ୍ରୀଙ୍କୁ ଆଣି ନାମ ଲେଖାଇବେ ସେଥିପାଇଁ ଉଦ୍ୟମ ଆରମ୍ଭ…

ଅନ୍‌ଲକ୍ ୩.୦ : ଆଜିଠୁ କଟକଣା କୋହଳ, ବଢ଼ିଲା ଦଣ୍ଡ

ଭୁବନେଶ୍ୱର : କରୋନା ମୁକାବିଲା ସାଙ୍ଗକୁ ଅର୍ଥନୀତିର ଇଞ୍ଜିନ ଆଗକୁ ବଢ଼ିବ । ସ୍ୱାସ୍ଥ୍ୟ ସୁରକ୍ଷା ସହ ଜୀବନ ଜୀବିକାକୁ ବି ଆଗେଇବାକୁ ପଡ଼ିବ । ଏଥିପାଇଁ ରାଜ୍ୟ ସରକାର ଅଗଷ୍ଟ ମାସରେ କୋଭିଡ୍‌ କଟକଣାକୁ କୋହଳ କରିଛନ୍ତି। ତେବେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ବହୁଳ ସଂକ୍ରମିତ…

ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ବଞ୍ଚାଇବାକୁ ନିବେଦନ କଲେ କ୍ରୀଡ଼ା ମନ୍ତ୍ରୀ

ମାଲକାନଗିରି : ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ବଞ୍ଚାଇବାକୁ ନିବେଦନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମାଲକାନଗିରିର ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାରେ ପ୍ଲାଜମା ଥେରାପୀ ନେଇ ଆଲୋଚନା କରିଥିଲେ । କରୋନା ନିୟନ୍ତ୍ରଣ…

ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଓଡ଼ିଆ  ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱରେ ନିଯୁକ୍ତ କରାଯାଇଛି । ଶୁୁକ୍ରବାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ରାଜ୍ୟ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଗୁରୁକ୍ଷେତ୍ରସ୍ଥ ମଙ୍ଗଳ ଓ ରାଶି ଗୁରୁଦୃଷ୍ଟ ଯୋଗୁଁ ସ୍ବାସ୍ଥ୍ୟରେ ଉନ୍ନତି, ନୂତନ କର୍ମାରମ୍ଭରେ କାର୍ଯ୍ୟସିଦ୍ଧି ହେବ। ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ମନରେ ଅସ୍ଥିରତା ସୃଷ୍ଟି ହେଲେ ସୁଦ୍ଧା କାମକୁ ପୂରାଦମରେ…

ଆଜି ପୁଣି ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ସୁସ୍ଥ ତାଲିକାରେ ଆଉ ୭୭୨ କରୋନା ଆକ୍ରାନ୍ତ ଯୋଡି ହୋଇଥିବାର ଟ୍ବିଟ ଯୋଗେ ଦେଲା ସୂଚନା। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୧୨, କଟକର ୧୧୬, ଖୋର୍ଦ୍ଧାର ୮୧, କେନ୍ଦୁଝରର ୬୮, କୋରାପୁଟର ୪୧, ରାୟଗଡାର ୩୧, ଗଜପତିର…

ସୁଶାନ୍ତଙ୍କ ମାମଲାରେ ପ୍ରଥମ ଥର ମୁହଁ ଖୋଲିଲେ ରିୟା

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ୪୫ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ରିୟା ସୋସିଆଲ ମିଡିଆରେ ଏକ ଛୋଟିଆ ଭିଡିଓ ପୋଷ୍ଟ କରି କହିଛନ୍ତି, ମାମଲା କୋର୍ଟରେ ରହିଛି ମୁଁ ଚୁପ୍ ଅଛି। ମୋତେ ନ୍ୟାୟ ବ୍ୟବସ୍ଥା ଉପରେ…

ପେନସନ୍‌ ଖାତା ଖୋଲିବା ହେଲା ବିଲକୁଲ୍‌ ସହଜ

ଯଦି ଆପଣ ମଧ୍ୟ ରିଟାୟରମେଣ୍ଟ ପରେ ନିଜର ପେନସନକୁ ନେଇ ଚିନ୍ତାରେ ଅଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ନିହାତି ଭାବରେ ଖୁସି ଖବର। ପେନସନ୍‌ ଖାତା ଖୋଲିବା ପାଇଁ ବହୁତ ପ୍ରକାର କାଗଜପତ୍ର ଏବଂ ପ୍ରୋସେସ୍‌ ଏବେ ପୁରୁଣା ଜମାନାର ହୋଇଗଲାଣି। କାହିଁକିନା ଏବେ ଆପଣ ମାତ୍ର ଗୋଟିଏ ଡକ୍ୟୁମେଣ୍ଟ…