ଚେନ୍ନାଇରେ ବଦଳିଲା ତିନି ଷ୍ଟେସନର ନାମ
ତାମିଲନାଡୁ ସରକାର ଶୁକ୍ରବାର ଦିନ ତିନି ମେଟ୍ରୋ ଷ୍ଟେସନ ନାମକୁ ଦିବଂଗତ ମୁଖ୍ୟମନ୍ତ୍ରୀ ସି.ଏନ ଅନ୍ନଦେୁରଇ, ଏମ୍. ଜୀ. ରାମଚନ୍ଦ୍ରନ ଏବଂ ଜେ ଜୟଲଳିତାଙ୍କ ନାମରେ ରଖାଯାଇଛି। ସରକାରଙ୍କ ଆଦେଶ ଅନୁଯାୟୀ, ଅଲନ୍ଦୁର ଷ୍ଟେସନର ନାମ ଏବେ ‘ଅରିଗନର ଅନ୍ନା ଅଲନ୍ଦୁର ମେଟ୍ରୋ ହେବ। ସେଣ୍ଟ୍ରାଲ…
