ସାମ୍ନାକୁ ଆସିଲା ଆଦିତ୍ୟଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ
ଭୁବନେଶ୍ଵର : କେବେ ହଟିବ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟ ଜନକ ମୃତ୍ୟୁ ର ପରଦା । ଘଟଣାକୁ ବିତିଲାନି ୧୬ ଦିନ ବିତି ଯାଇଥିଲେ ବି ଖାଲି ରହିଛି ପୋଲିସ ର ହାତ । ସେପଟେ ଆଦିତ୍ୟ ଦାସଙ୍କୁ ନେଇ ଦୁଇଟି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଆଦିତ୍ୟ ଏକୁଟିଆ ଚାଲି ଚାଲି…
