ବ୍ରାହ୍ମଣୀ ନଦୀର ବନ୍ୟାରେ ବେହାଲ ରାଜନଗର ଅଂଚଳର ୫ ପଂଚାୟତ
ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ କେନ୍ଦ୍ରାପଡ଼ା ରାଜନଗର ଅଂଚଳର ୫ଟି ପଂଚାୟତ ଜଳମଗ୍ନ । ପ୍ରାୟ ୩୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରାତି ହେଲେ କୁମ୍ଭୀର ଭୟ ଯୋଗୁଁ ଲୋକେ ଠେଙ୍ଗା ବାଡ଼ି ଧରି ଗାଁର ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି । ୪ ଦିନ ହେଲା ଏହି ଗାଁର!-->…
