ମୃତ ଛାତ୍ରୀଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ
ବାଲେଶ୍ୱର ଏଫଏମ ଛାତ୍ରୀ ମୃତ୍ୟୁ ମାମଲା । ମୃତ ଛାତ୍ରୀଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । ଦୁଇ ଜଣିଆ କ୍ରାଇମବ୍ରାଞ୍ଚ ଟିମ ତନାଘନା କରୁଛନ୍ତି । ଭୋଗରାଇର ପଳାସିଆ ଗାଁରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛି । ବାପା, ମା ଓ ଭାଇଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରାଯାଉଛି!-->…
