ଲୋୟର ପିଏମଜି ଖଣ୍ଡଯୁଦ୍ଧ : ଲୁହ ବୁହା ଗ୍ୟାସ୍ ମାଡ଼ରେ ବବି, ଡାନି ଓ ସୁଲତା ଆହତ, ଅରୁଣ ସାହୁଙ୍କୁ ଉଠାଇ ନେଲା ପୁଲିସ
ମୃତ ଏଫଏମ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ରାଜଧାନୀ ହୁଲୁସ୍ତୁଲ। ଭୁବନେଶ୍ଵର ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ। ଲୋକସେବା ଭବନ ଘେରାଉ ବେଳେ ବିଜେଡି କର୍ମୀ ଓ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି। ବିଜେଡି କର୍ମୀଙ୍କ ଉପରକୁ ପାଣି ମାଡ ସହ ଲୁହାବହା ଗ୍ୟାସ୍ କଲା ପୁଲିସ। ଏହି ଲୁହାବୁହା ଗ୍ୟାସ୍!-->…
