Odia News Portal

ଓଡ଼ିଆ ସହୀଦଙ୍କ ପରିବାରକୁ ୨୫ ଲକ୍ଷ

ଭୁବନେଶ୍ୱର : ଲଦାଖରେ ୨ ଓଡ଼ିଆ ଯବାନ ସହୀଦ ହୋଇଛନ୍ତି। ଜଣେ କନ୍ଧମାଳ ଓ ଜଣେ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ଜଣାପଡିଛି। ଏମାନଙ୍କ ପରିବାରବର୍ଗ ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ତାଙ୍କର…

ମଦ ପାଇଁ କ୍ୱାରେଣ୍ଟାଇନ୍‌ସେଣ୍ଟରୁ ଚୋରି

ଭଦ୍ରକ : ମଦ ପାଇଁ ଚୋରୀ । ଶେଷ ଚୋରକୁ ଧରିଛି ପୁଲିସ । ନିଜଗାଁ ରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚୋରି କରି ଧରା ପଡିଲେ ଲୁଟେରା । ପ୍ରବାସୀ ଙ୍କ ସୁବିଧା ପାଇଁ ସରକାର ତିଆରି କଲେ କ୍ଵରେଣ୍ଟାଇନ ସେଣ୍ଟର । ଯେମିତି କୌଣସି ଅସୁବିଧା ନହେବ ସେଥିପାଇଁ ସବୁ ସୁବିଧା କଲେ । ବିଜୁଳି କାଟ…

ଗାଁକୁ ଫେରିଥିବା ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଯିବ ୨୦୦୦ ଟଙ୍କା !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍ (Pradhan Mantri Kisan Samman Nidhi scheme) ର ଲାଭ ଏନେ ପ୍ରବାସୀ ଶ୍ରମିକଙ୍କୁ ମିଳିପାରେ। କାରଣ ତାଙ୍କୁ ସମସ୍ତ ସର୍ତ୍ତ ପୂରଣ କରିବାକୁ ହେବ। କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧରୀଙ୍କ କହିବା ଅନୁସାରେ, ସର୍ତ୍ତ…

ମହିଳାଙ୍କୁ ଅସଦାଚରଣ : ପୂର୍ବତନ ସିଡିଏମଓ ଡାକ୍ତର ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ସ୍ଥିତ ଏକ ଘରୋଇ କ୍ଲିନିକରେ ଜଣେ ମହିଳାଙ୍କୁ ଅସଦାଚରଣ ମାମଲାରେ ପୂର୍ବତନ ସିଡିଏମଓ ଡାକ୍ତର ବୈଦ୍ୟନାଥ ନାୟକ ଗିରଫ। ତାଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଡାକ୍ତର ତାଙ୍କୁ ଘରୋଇ କ୍ଲିନିକରେ ଚିକିତ୍ସା ନାମରେ…

ରାଜଧାନୀରେ ପୁଣି ୧୭ କରୋନା, କେଉଁ କେଉଁ ଅଞ୍ଚଳର ଏମାନେ ଆସନ୍ତୁ ଜାଣିବା

ଭୁବନେଶ୍ବର :  ରାଜଧାନୀରେ ପୁଣି ୧୭  କରୋନା ଆକ୍ରାନ୍ତ  ଚିହ୍ନଟ।  ଏମାନଙ୍କ ମଧ୍ୟରେ ଅଛନ୍ତି ରେଳ ବିଭାଗର ୭ ଜଣ ଅଧିକାରୀ। ଏହି ଅଧିକାରୀ ମାନଙ୍କ ବୟସ ୩୬,୪୦,୩୧,୪୦,୩୫,୩୬,୩୬। ସେହିଭଳି  ଭୀମପୁର ଏୟାରପୋର୍ଟ ଅଞ୍ଚଳରୁ ଜଣେ  ୩୪ ବର୍ଷୀୟ ପୁରୁଷ ଓ ୬୨ ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି।…

ଭୁବନେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍, ୩ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର …

ଭୁବନେଶ୍ୱର() ଭୁବନେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୪ ଜଣ ହୋମ୍ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏୟାରପୋର୍ଟ ନିକଟ ଭୀମପୁର ଅଞ୍ଚଳରୁ ଜଣେ, ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ ଯୁବକ, ନୂଆପଲ୍ଲୀ ଶବରସାହିରୁ…

ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ() ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହା ସହ ଆପର ବିଧାୟୀକା ଆତିଶ ମେଲାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା…

ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି

ନୂଆଦିଲ୍ଲୀ() ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଭାରତକୁ ଉସୁକାଇଲେ ତାହାର ଏକ ଦୃଢ ଜବାବ ଦେବାକୁ ଭାରତ ସକ୍ଷମ । ଚୀନ ସହ ବଢିଚାଲିଥିବା ବିବାଦ ପ୍ରସଙ୍ଗରେ ଏହି କଡ଼ା ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି କରୋନା ମୁକାବିଲା ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର…

ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କୋଭିଡ଼ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ସୁବିଧା ମିଳିବ । ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିବାର…

ହିମାଂଶୁ ଭୁଷଣ କର ଫାଉଣ୍ଡେସନ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

କେନ୍ଦ୍ରାପଡା() କରୋନା ମହାମାରୀ ଭଳି ଦୁର୍ଦ୍ଧିନ ସମୟରେ ଗରିବ ଓ ଅସହାୟ ଲୋକଙ୍କ କଷ୍ଟକୁ ଲାଘବ କରିବା ପାଇଁ କେନ୍ଦ୍ରାପଡା ସହରରେ ହିମାଂଶୁ ଭୂଷଣ କର ଫାଉଣ୍ଡେସନ ଅଣ୍ଟା ଭିଡିଛି । ଆଜି ସହରର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ନୌଯବାନ ୟୁନିୟନର ସଭ୍ୟମାନେ ଦୁସ୍ଥ ଓ…