ମହାନଦୀକୁ ଡେଇଁଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ
ବାଙ୍କୀ : ଫୋନରେ ଗପିଗପି ମହାନଦୀକୁ ଡେଇଁପଡିଥିଲେ ଯୁବତୀ । ବାଙ୍କୀ ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ ରୁ ଡେଇଁପଡ଼ିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ । ମିଳିଥିବା ଖବର ଅନୁଯାୟୀ ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ, ବାଙ୍କୀ ପଟକୁ ବ୍ରିଜ୍…
