Odia News Portal

ଆଉ ୧୧୨ ପଜିଟିଭ, ୫ ଲୋକାଲ କେସ

ଭୁବନେଶ୍ୱର ()ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ ବୃଦ୍ଧି ପାଇଛି । ୧୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ…

ହିଟ୍‌ଲର ପ୍ରେମିକାଙ୍କୁ ବିବାହ କରିବାର କିଛି ଘଣ୍ଟା ପରେ କରିଥିଲେ ଆତ୍ମହତ୍ୟା, ପଢ଼ନ୍ତୁ ପୁରା କାହାଣୀ

ହିଟ୍‌ଲରଙ୍କ ଜୀବନ ଶୈଳିକୁ ନେଇ ବହୁ ରୋମାଞ୍ଚକର କାହାଣୀ ରହିଛି । କାହା ଦୃଷ୍ଟିରେ ହିଟ୍‌ଲର ହିରୋ ଥିବା ବେଳେ କାହା ଦୃଷ୍ଟିରେ ଥିଲେ କ୍ରୁର ଶାସକ । ହେଲେ କମ୍‌ ଲୋକଙ୍କୁ ଜଣାଥିବ ଯେ ହିଟ୍‌ଲରଙ୍କୁ ଏକ ଝିଅ ସହ ପ୍ରେମ ହୋଇଥିଲା । ଝିଅଙ୍କ ନାମ ଥିଲା ଇଭା ବ୍ରାଉନ୍‌ । ତାଙ୍କ ବୈବାହିକ ଜୀବନ…

ଟପ୍ ଫୋରରେ ଭାରତ

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୯୮ ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୧,୮୪୨ ରହିଛି । ଦେଶରେ ସୁସ୍ଥ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ। ଯଦିଓ ବିଶେଷ କିଛି ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ଉଚ୍ଚାବସ୍ଥାନ ଶନିଙ୍କ ସୁପ୍ରଭାବରୁ ଅଟକି ରହିଯାଇଥିବା କାଯର୍‌ୟଗୁଡିକ…

ଏଥର ରଜରେ ‘ଓଟିଡିସି’ର ନିଆରା ପ୍ରୟାସ : ‘ପିଠା ଅନ୍ ହ୍ୱିଲ୍‌’ ଓ ‘ହୋମ୍ ଡେଲିଭରି’

ଭୁବନେଶ୍ବର : ‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏଥର ନିଆରା ଢଙ୍ଗରେ ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ମହୋତ୍ସବକୁ ଲୋକଙ୍କ ସହ ପାଳିବାକୁ ନିଷ୍ପତ୍ତି ନେଇଛି। ରଜପର୍ବରେ ‘ଓଟିଡିସି’ର ପାନ୍ଥନିବାସଗୁଡ଼ିକରେ ପ୍ରସ୍ତୁତ…

ରାଜ୍ୟରେ ଆଜି ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର :  ରାଜ୍ୟରେ ଆଜି ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ । ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୧୭, ସୋନପୁରର ୯, ବଲାଙ୍ଗିରର ୭, ଜଗତସିଂହପୁରର ୬, କଟକ, କଳାହାଣ୍ଡି ଓ ସୁନ୍ଦରଗଡର ୫ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ବର ମୟୂରଭଞ୍ଜରୁ ୪ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ଏହା…

ସାମାଜିକ ଦୂରତା ନିୟମ ଉଲ୍ଲଂଘନ : ଭୁବନେଶ୍ବରର ୨୦ ସପିଂ ମଲ୍ ସିଲ

ଭୁବନେଶ୍ବର : କଟକ ପରେ ଭୁବନେଶ୍ୱରରେ ଅମ୍ବର ସୋରୁମ୍‌ ସିଲ । ଜନପଥରେ ଥିବା ଅମ୍ବର ସୋରୁମ୍‌କୁ ସିଲ୍‌ କରିଛି ବିଏମ୍‌ସି । କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଗତକାଲି କଟକରେ ଥିବା ଅମ୍ବର ଏନ୍‌ଏକ୍ସ…

କେବେ ହେବ ମୁକୁଳା ପଡ଼ିଥିବା ଟ୍ରାନ୍ସଫରମର୍ ଚତୁଃପାର୍ଶ୍ଵର କାମ

ଭୁବନେଶ୍ବର : ୱାର୍ଡ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର, ନୂଆସାହି ଓ ବାଲିତୋଟା ସାହିରେ ଅତି ବିପଦଜନକ ଅବସ୍ଥାରେ ଥିବା ଟ୍ରାନ୍ସଫର୍‌ମର୍ ଚାରିପାଖେ ପ୍ରାଚେରୀ ନିର୍ମାଣ ଓ ଗେଟ୍ ଲଗାଇବା ସହ ଚତୁଃପାର୍ଶ୍ଵକୁ ସଫା କରିବା ପାଇଁ ବହୁପୂର୍ବରୁ ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର…

ସାନିଟାଇଜେଶନ ହେଲା ଭରତପୁର ପୋଲିସ ଫାଣ୍ଡି

ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନଵୀନ ପଟନାୟକଙ୍କ ଆହ୍ବାନ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ ଜୁନ ମାସର ସତର୍କତାକୁ ଦେଖି ଆଜି ସମାଜସେବୀ ତଥା ୱାର୍ଡ ନଂ- ୨୨ର ବିଜେଡି ସଭାପତି ଆଲୋକ କୁମାର ପାଣିଗ୍ରାହୀଙ୍କ ଟିମ ନେତୃତ୍ୱରେ ଏହି ୱାର୍ଡରେ ଥିବା ଭରତପୁର…

UG ଓ PG ପରୀକ୍ଷା ବାତିଲ

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଛି । ଏହାରି ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ UG ଓ PGର ବାକିଥିବା ଫାଇନାଲ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ…