Odia News Portal

୨୪ଘଣ୍ଟାରେ ୩୫୭ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଳାଗିଛି କରୋନା । ଏନେଇ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ଟପି ୮,୧୦୨ରେ ପହଞ୍ଚିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୫୭୯ ରହିଛି । ଏହାସହ ୧,୪୧,୦୨୮ ଆକ୍ରାନ୍ତ…

ପରପୀଡନକାରୀ ଓ ସେଟିଙ୍ଗଵାଜ୍ ଏବେ ମାମଲତକାର

ଭୁବନେଶ୍ବର : ପ୍ରଥମେ ସମର୍ଥନର ଘୋଷଣା, ଆଉ ଏବେ ଶସ୍ତା ରାଜନୀତି ପାଇଁ ସରକାରଙ୍କ ଗୋହୀ ଖୋଳିବାକୁ ଉଦ୍ୟମ ।ରାଜ୍ୟରେ ବିରୋଧୀ ଦଳ ଓ କିଛି ପରପୀଡ଼ନକାରୀ କରୋନା ଯୁଦ୍ଧ ସମୟରେ ଏଭଳି ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛନ୍ତି । କରୋନା ଲଢେଇରେ ସରକାର ନିଜର କଳ ବଳ କୌଶଳ ସବୁ କିଛି…

ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ

ଭୁବନେଶ୍ବର : ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ । କରୋନା ସଂକ୍ରମଣ ଭିତରେ ସାମାଜିକ ଦୂରତା ସହ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେଇଛି କ୍ରୁଟ୍‌ । ସ୍ୱତନ୍ତ୍ର QR କୋଡକୁ ସ୍କାନ କରି ପେମେଣ୍ଟ କରିବେ ଯାତ୍ରୀ । ଏଥିପାଇଁ ବସର ଗାଇଡଙ୍କୁ ଏକ କାର୍ଡ ପ୍ରଦାନ କରାଯାଇଛି । ଯାହାଦ୍ୱାରା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ନିଜ ନିଜର ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନମାନେ…

କାଳିଆପାଣି ଖଣି ଅଞ୍ଚଳ ଶ୍ରମିକମାନଙ୍କ ମହାନତା

ଯାଜପୁର ରୋଡ : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ନିଜ କଷ୍ଟ ଉପାର୍ଜିତ ଧନରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗରିବ ଖଟିଖିଆ ଶ୍ରେଣୀର ହୋଇଥିଲେ ମଧ୍ୟ କରୋନା ମହାମାରୀ ଭଳି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

କିସ୍ ରେ ଆରମ୍ଭ ହେଲା ଟେଲି ଇ-ଲର୍ଣ୍ଣିଂ କ୍ଲାସ୍

ଭୁବନେଶ୍ବର : କରୋନା ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । କିସ୍‌ର ୩୦ ହଜାର ପିଲା ଏବେ ସେମାନଙ୍କ ନିଜ ନିଜ ଗାଁରେ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କିସ୍ କର୍ତ୍ତୃପକ୍ଷଙ୍କୁ…

ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ନବୀକରଣ ପ୍ରିମିୟମରେ ୧୭% ବୃଦ୍ଧି

ଭୁବନେଶ୍ୱର : ଭାରତର ଅଗ୍ରଣୀ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ୩୧ ମାର୍ଚ୍ଚ, ୨୦୨୦ରେ ଶେଷ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷରେ ନବୀକରଣ ପ୍ରିମିୟମ କ୍ଷେତ୍ରରେ ୧୩୫୯ କୋଟି ଟଙ୍କା ସହିତ ୧୭% ଅଭିବୃଦ୍ଧି ହାସଲ କରିଛି । ଯାହା ୨୦୧୮-୧୯ ଆର୍ଥିକ ବର୍ଷରେ ୧୧୬୪ କୋଟି ଟଙ୍କା ରହିଥିଲା ।…

ବାତ୍ୟା ପିଡ଼ୀତଙ୍କୁ ସହାୟତାର ହାତ ବଢ଼ାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ : ଅମ୍‌ପନ୍‌ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଶେଷ ହୋଇଛି । ଏହି ପ୍ରଳୟଙ୍କରୀ ବାତ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସର୍ବାଧିକ କ୍ଷତି ସାମ୍ନା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଏହି ଦୁଇ ରାଜ୍ୟର ଲୋକମାନଙ୍କୁ ବିଭିନ୍ନ ମହଲରୁ ସାହାଯ୍ୟର ସୁଅ ଛୁଟିଛି ।…

ମାଓ କ୍ୟାମ୍ପରେ ଚଢାଉ : ବିପୁଳ ପରିମାଣର ମାଓ ସାମଗ୍ରୀ ଜଵତ

ଦିର୍ଘଦିନର ବ୍ୟବଧାନ ପରେ ବୈପାରୀଗୁଡା ବିଏସଏଫ ଓ ପୋଲିସକୁ  ମିଳିଛି  ସଫଳତା । ଗତକାଲି ବିଳମ୍ବିତ ରାତିରେ ବୈପାରିଗୁଡା କେଳୁଗୁଡା ଅଞ୍ଚଳରେ ପୋଲିସ ଓ ବିଏସଏଫ ଏକ ମାଓ କ୍ୟାମ୍ପ ଉପରେ ଚଢାଉ କରିଛନ୍ତି ।  ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ୧୫୧ ବାଟାଲିଆନ ଓ ବୈପାରିଗୁଡା ପୋଲିସ…

ପୁଣିଥରେ ଦିନ ମଜୁରିଆଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କ୍ୟାଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ଅଭାବ ଅନଟନରେ ଥିବା ବ୍ୟକ୍ତିଙ୍କୁ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଛନ୍ତି କ୍ୟାଟ୍ରିନା କୈଫ୍‌। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଦିନ ମଜୁରିଆଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନା ନିଜ ବ୍ରାଣ୍ଡ୍‌ ‘କାୟ ବ୍ୟୁଟି’…