Odia News Portal

ଉପରାଜ୍ୟପାଳଙ୍କ ନିଷ୍ପତିକୁ ଆକ୍ଷରିକ ଭାବେ ପାଳନ କରିବୁ

ନୂଆଦିଲ୍ଲୀ() ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏକ ପ୍ରେସ କନଫରେନ୍ସ ଜରିଆରେ କହିଛନ୍ତି, ଦିଲ୍ଲୀରେ ବାହାର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା କରାହେବ । ପୂର୍ବରୁ ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ ବୋଲି ଆମେ ନିଷ୍ପତି…

unlock-1ରେ କାହିଁକି ସୁନା ହେଉଛି ଶସ୍ତା, ଜାଣନ୍ତୁ

ନୂଆଦିଲ୍ଲୀ() ଲକ୍ଡାଉନ୍ ସମୟରେ ସୁନା ଦାମ୍ ନୂଆ ରେକର୍ଡ ଛୁଇଁଛି । ୧୭ ମେରେ ୪୭,୭୮୧ଟଙ୍କାରେ ପହଞ୍ଚିଥିଲା ସୁନା ଦର, ଯାହା ନିଜକୁ ନିଜେ ଏକ ରେକର୍ଡ ପାଲଟିଥିଲା। ଏହାପରେ ସୁନା ଦାମ୍ରେ ହ୍ରାସବୃଦ୍ଧି ଜାରି ରହିଛି। ଦିଲ୍ଲୀ ସର୍ଫା ବଜାରରେ ଗତ ସାତଦିନରେ ହୋଇଥିବା କାରବାରରେ ସୁନା…

କ୍ରମଗତ ଭାବେ ୪ର୍ଥ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ() କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ୪ର୍ଥ ଦିନ ପାଇଁ ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି । ଏହିକ୍ରମରେ ଦିଲ୍ଲୀରେ ଚାରି ଦିନରେ ପେଟ୍ରା ଦର ଲିଟର ପିଛା ୨ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୨୩ ପଇସା ବୃଦ୍ଧି…

ରଜରେ କାହିଁକି ଖାଆନ୍ତି ପାନ? ରହିଛି ବଡ଼ ରହସ୍ୟ, ଜାଣନ୍ତୁ…

ଓଡିଆମାନଙ୍କର ରଜ ପର୍ବ ଏକ ଶ୍ରେଷ୍ଠ ପର୍ବ ଭାବେ ପରିଚିତ । ଏହି ରଜ ପର୍ବ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ଯନ୍ତ ସବୁଠି ବେଶ ଧୂମ ଧାମରେ ପାଳନ କରାଯାଏ । ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା…

ଆଜିଠୁ ଆରମ୍ଭ ବର୍ଷା, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର() ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୨ ଯାଏଁ ବର୍ଷା ହେବ । ବେଶି ବର୍ଷା ହେବ ଦକ୍ଷିଣ ଓଡ଼ିଶାରେ । ୟା’ ଭିତରେ ୧୧ କିମ୍ବା ୧୨ ତାରିଖରେ (ବୁଧବାର/ଗୁରୁବାର)…

୨୪ ଘଂଟାରେ ୨୭୯ ମୃତ

ଦେଶରେ ୮ ହଜାରର ନିକଟତର ହେଲାଣି କରୋନା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଆଡକୁ ମୁହାଁଉଛି । ଗତ ୨୪ ଘଂଟାରେ ୯୯୮୫ ନୂଆ ମାମଲା ଚିହ୍ନଟ ହେବା ସହ ୨୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩କୁ ବୃଦ୍ଧି ହୋଇଛି । ସେହିପରି…

ଆଉ ୧୧୦ କରୋନା ପଜିଟିଭ୍, ୧୩ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ୍ । ଏହାକରି ମଧ୍ୟରେ ପୁଣି ଆଜି ନୂଆ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରାୟ ୧୭ଟି ଜିଲ୍ଲାରୁ ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା…

କଥା ଦେଇ କଥା ରଖିଲେ ଉତ୍ତର ବିଧାୟକ

ଭୁବନେଶ୍ୱର : ଭୁବନେଶ୍ୱର ଦୁଇ ଦିନ ତଳେ ଝରଣା ବସ୍ତିରେ ଜେମା ନାମ ଝିଅର ୧୦ ଟି ଟିଉମର ଅପରେସନ କରିବା ପାଇଁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ କଥା ଦେଇଥିଲେ । ଆଜି ତାର କଥା ରଖିଛନ୍ତି। ସୂଚନା ଯୋଗ୍ୟ ମଞ୍ଚେଶ୍ୱର ଶିଳ୍ପାଂଚଳର ଝରଣା ବସ୍ତିର ବାପା ମା ଛେଉଣ୍ଡ ଜେମା ନାମୀ ଝିଅର ୧୦…

କରୋନାକୁ ନେଇ ଲୋକସେବାଭବନ କର୍ମଚାରୀଙ୍କ ଚିନ୍ତା ବଢୁଛି

ଭୁବନେଶ୍ୱର : ଲୋକସେବା ଭବନ କର୍ମଚାରୀଙ୍କୁ ଏବେ କରୋନା ଭୟ ଗୋଡାଇଛି । ରାଜଧାନୀରେ ଦୈନିକ କରୋନା ରୋଗୀ ବାହାରିବା ଯୋଗୁଁ ଭୟ ବଢି ଚାଲିଥିବାବେଳେ ଦପ୍ତରକୁ ପ୍ରତିଦିନ ବିଶୋଧନ ଓ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ ପାଇଁ ମତପ୍ରକାଶ ପାଉଛି । ସେହିଭଳି ଯେଉଁ…

କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦୁର୍ବ୍ୟବହାର : ଫେସବୁକ୍‌ରେ ନିଜ ଦୁଃଖ ବଖାଣିଲେ ଯୁବତୀ

ସୋନପୁର : କରୋନା ଭାଇରସ୍‌ ନେଇ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲିଛନ୍ତି । ଆଉ ପ୍ରବାସରୁ ଫେରୁଥିବା ଆମ ରାଜ୍ୟର ଭାଇ ଭଉଣୀମାନେ ସେଠାରେ ନିର୍ଦ୍ଦିଷ୍ଟ ଦିନ ରହିବା ପରେ ଘରକୁ ଯିବାକୁ ଅନୁମତି ଦିଆଯାଉଛି।  ସଂପୃକ୍ତ ଅଞ୍ଚଳର କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱ ସେହି ଅଞ୍ଚଳର…