Odia News Portal

ଦମଦାର ଲୁକରେ ନଜର ଆସିବେ ହରଭଜନ

ଭାରତୀୟ ଟିମ ଅଫ ସ୍ପିନର ଭାବେ ପରିଚିତ ହରଭଜନ ସିଂହ ଗତ ୪ ବର୍ଷରୁ ଭାରତୀୟ ଟିମ ପାଇଁ କୋୖଣସି ବି ମ୍ୟାଚ ଖେଳି ନାହାନ୍ତି। ଏହି କାରଣରୁ ସେ ଫିଲ୍ମ ଦୁନିଆରେ ହାତ ବଢ଼ାଇଛନ୍ତି। ହରଭଜନ ସୋସିଆଲ ମିଡିଆରେ ନିଜର ଡେବ୍ୟୁ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଚଳିତ ବର୍ଷ ଏହି ଫିଲ୍ମ ଆସନ୍ତା…

ଡିଲରଙ୍କ ଅଜବ ଡିମାଣ୍ଡ, ଆଗ ସମ୍ବନ୍ଧ ପରେ ରାସନ

ରାସନ ନେବ ତ ଆସ । ହେଲେ ତା ବଦଳରେ ତୁମକୁ କିଛି ଦେବାକୁ ପଡ଼ିବ । ପଇସା ଦରକାର ନାହିଁ । ଦରକାର… `  ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଭୋଜପୁର ଥାନା ଅଞ୍ଚଳର ଏକ ଗାଁରେ ରାସନ ବଦଳରେ ଅଜବ ଦାବି କରାଯାଇଛି। ଏମିତି ଦାବି ଆପଣ ଜାଣିଲେ ଲାଜରେ ମୁଣ୍ଡ ନଇଁଯିବ। ଏଠାରେ ଜଣେ ମହିଳାଙ୍କୁ ରାସନ…

ଏହି ଫିଲ୍ମରେ ଶାହରୁଖ ସାମ୍ବାଦିକଙ୍କ ଭୂମିକାରେ ନଜର ଆସିବେ

ଅନେକ ଦିନ ହେଲାଣି କିଙ୍ଗଖାନଙ୍କ ପ୍ରଶଂସକ ତାଙ୍କ ଫିଲ୍ମଙ୍କ ଚାହିଁ ବସିଛନ୍ତି। ଅନେକ ଦିନ ହେଲାଣି ଶାହରୁଖଙ୍କ କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶାହରୁଖ ୨୦୧୮ରେ ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ତା’ ପର ଠାରୁ କୌଣସି ଫିଲ୍ମ ଶାହରୁଖ ସାଇନ କରିନାହାନ୍ତି କି ଘୋଷଣା…

ଆପଣଙ୍କ ମୋବାଇଲ ନମ୍ବର ବଦଳାଇପାରେ ଭାଗ୍ୟ

ପ୍ରାୟତଃ ଲୋକମାନେ ନିଜ ହିସାବରେ ମୋବାଇଲ ଓ ଗାଡ଼ି ନମ୍ବର ଚୟନ କରିଥାନ୍ତି। ଅଙ୍କଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଜନ୍ମତାରିଖର ମୂଳାଙ୍କ ମୋବାଇଲ ନମ୍ବରରେ ରହିଲେ ଭାଗ୍ୟ ଚମକିଥାଏ। ଏଣୁ ମୋବାଇଲ ନମ୍ବର ନେବା ବେଳେ ସବୁବେଳେ ଜନ୍ମ ତାରିଖର ମୂଳାଙ୍କ ଅନୁସାରେ ନେବା ଉଚିତ। ପୁରୁଣା ମୋବାଇଲ…

ନିଜ ବାଡି ପଛପଟେ ପୋତି ଦେଇଥିଲେ ଶହଶହ ଆଧାର କାର୍ଡ

ଜଳେଶ୍ବର :  ଲୋକଙ୍କ ଭବିଷ୍ୟତ ସହ ଖେଳ ଖେଳିଲେ ପୋଷ୍ଟ ପିଅନ।  ଲୋକଙ୍କ ପାଖକୁ ଆସୁଥିବା ଆଧାର କାର୍ଡ ଲୋକଙ୍କୁ ନଦେଇ ମାଟି ଖୋଳି ପତିଦେଇଥଲେ ପୋଷ୍ଟ ପିଅନ। ଏମିତି ଏକ ଘଟଣା ଘଟିଛି ବାଲିଆପାଳ ଅଞ୍ଚଳରେ।  ଯେଉଁଥିପାଇଁ ଦେଖା ଦେଇଛି ଜନଅସନ୍ତୋଷ। ଅଭିଯୋଗ ମୁତାବକ ବାଲେଶ୍ଵର ଜିଲ୍ଲା…

କେରଳ ପରେ ହିମାଚଳ ପ୍ରଦେଶରେ ଘୃଣ୍ୟ କାମ, ଏବେ ମୃତ୍ୟୁମୁଖରେ ଗର୍ଭିଣୀ ଗାଈ

କେରଳର ମଲ୍ଲାପୁରମ୍‌ଠାରେ ଏକ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ଦେଶରେ ପୁଣି ଆଉ ଏକ ନିରୀହ ଜୀବକୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାକୁ ସାରା ଦେଶ କ୍ରୋଧରେ ଜର୍ଜରିତ ହେଉଥିବାବେଳେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିନ୍ତୁ ମଣିଷ…

ଭୁବନେଶ୍ବରରେ ବଢୁଛି କରୋନା : ପୁଣି ୫ ପଜେଟିଭ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ବରରେ ବଢୁଛି କରୋନା । କିଛି ସମୟ ପୂର୍ବରୁ  ଆଉ ୫ ପଜେଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରେ ଅଛନ୍ତି ଡୁମୁଡୁମାର ଜଣେ ପଶ୍ଚିମବଙ୍ଗ ଫେରନ୍ତା, ଓଲ୍ଡ ଟାଉନ ଅଞ୍ଚଳର ଗୁଜୁରାଟ ଫେରନ୍ତା, ଘାଟିକିଆର ଜଣେ  ପଶ୍ଚିମବଙ୍ଗ ଫେରନ୍ତା ଓ ପୋଖରୀପୁଟ ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା…

ମହାମାରୀ ସମୟରେ ବିଜେପି ରାଜନୀତି ବନ୍ଦ କରୁ

ଭୁବନେଶ୍ୱର() କରୋନା ଟେଷ୍ଟ ବାବଦରେ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି । ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ଦୋମୁହାଁ ନୀତି ପ୍ରକାଶ କରୁଛି । ବିଜେପି ଶାସିତ ରାଜ୍ୟମାନଙ୍କରେ ପାଖାପାକି ୧ କୋଟି ପ୍ରବାସୀ ଶ୍ରମିକ ଫେରିଛନ୍ତି । କେତେ ଜଣଙ୍କର ଟେଷ୍ଟ…

ଓଡିଶାରେ ଚାଲିବ କ୍ରୁଜ

ଭୁବନେଶ୍ୱର() ଓଡିଶାରେ କ୍ରୁଜ ଚାଲିବା ନେଇ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଏକ ଯୋଜନା କରିଛି । ରାଜ୍ୟରେ ଥିବା ପର୍ଯ୍ୟଟନ କେନ୍ଦ୍ରଗୁଡିକୁ ଦର୍ଶକ ମାନଙ୍କୁ ଆକର୍ଷିତ କରିବା ସହିତ ପର୍ଯ୍ୟଟନର ବିକାଶ କରିବା ଉଦେଶ୍ୟରେ ପର୍ଯ୍ୟଟନ ଉନ୍ନୟନ ନିଗମ ଏହି ଅଭିନବ ଯୋଜନା କରିଛି । ଚିଲିକା, ଭିତର…

ସୋମବାରରୁ ସ୍କୁଲରେ ନାମଲୋଖା, ବନ୍ଦ ହେବନି କୌଣସି ସ୍କୁଲ

ଭୁବନେଶ୍ୱର() ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି । ଗତ ବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠାରେ ନାମ ଲେଖା ହେବ । କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା ହୋଇପାରିବ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା…