EPFO ପେନସନ ଭୋଗୀଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ : EPFO ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (EPFO) ପେନସନର କମ୍ୟୁଡେଟ୍ ମୂଲ୍ୟର ପୁନଃପ୍ରତିଷ୍ଠା କାରଣରୁ ବକେୟା ୧୦୫କୋଟି ଟଙ୍କା ସହ ୮୬୮କୋଟି ଟଙ୍କାର ପେନସନ ଜାରି କରିଛି । କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ(EPFO) ର ସୁପାରିଶ କ୍ରମେ , ସରକାର …
