ସୈନିକସ୍କୁଲ କ୍ୟାଡେଟ୍ ମାନଙ୍କ ପାଇଁ ଅନ୍ଲାଇନ ପାଠପଢା
ଭୁବନେଶ୍ବର : ସମଗ୍ର ଦେଶରେ କୋଭ଼ିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ , ସୈନିକସ୍କୁଲ ଏହାର ୨୦୨୦-୨୧ ସି.ବି.ଏସ୍.ଇ. ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନଲାଇନ୍ ପାଠ୍ୟଦାନ ବ୍ୟବସ୍ଥା ଜାରି ରଖିଛି । ଏକ ପ୍ରେସ…
