Odia News Portal

‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମକୁ ପ୍ରଚଳିତ କରି ନିଜର ଉତ୍ତର ଦାୟିତ୍ୱକୁ ଉପଯୁକ୍ତ…

ଭୁବନେଶ୍ବର()   ନବୀନ ସରକାରଙ୍କ 5ମ ପାଳିର ପ୍ରଥମ ବର୍ଷ ପୁର୍ତି ଆଜି ପୁରଣ ହୋଇଛି। ୫ମ ଥର ପାଇଁ ବିପୁଳ ଭୋଟରେ ନବୀନ ବାବୁଙ୍କୁ ସେବା କରିବା ପାଇଁ ରାଜ୍ୟବାସୀ ସୁଯୋଗ ଦେଇଛନ୍ତି । ଏହି ଏକ ବର୍ଷ ମଧ୍ୟରେ ନବୀନ ସରକାର ଓ ରାଜ୍ୟବାସୀ ୪ଟି ବଡ ବିପର୍ଯ୍ୟୟ ଯଥା, ଫନି, ବୁଲବୁଲ, କରୋନା ଏବଂ…

କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ ? ଜାଣନ୍ତୁ

ଧର୍ମର ପୁନଃ ପ୍ରତିଷ୍ଠା ପାଇଁ ମହାଭାରତ ଯୁଦ୍ଧ ହୋଇଥିବା ଉଲ୍ଲେଖ ରହିଛି । ଏହି ଯୁଦ୍ଧରେ ଅନେକ ମହାରଥୀ ଯୋଗ ଦେଇଥିଲେ । ମହାରଥୀମାନଙ୍କ ମଧ୍ୟରୁ ଜଣେ ହେଲେ କର୍ଣ୍ଣ ଯାହାଙ୍କୁ ସାରା ଦୁନିଆ ଦାନବୀର କର୍ଣ୍ଣ ଭାବେ ଜାଣିଛି । କିନ୍ତୁ ମହାଭାରତ ଯୁଦ୍ଧରେ କର୍ଣ୍ଣ ଅଧର୍ମ ସପକ୍ଷରେ ରହି ଯୁଦ୍ଧ…

ସୁସ୍ଥ ହେଲେ ଆଉ ୯୦ କରୋନା ସଂକ୍ରମିତ

ଭୁବନେଶ୍ବର()   ରାଜ୍ୟରେ ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୯୭୭ରେ ପହଁଚିଛି । ଶୁକ୍ରବାର ସୁସ୍ଥ ହୋଇଥିବା ୯୦ ସଂକ୍ରମିତଙ୍କ ମଧ୍ୟରେ ଜଗତସିଂପୁରର ୨୩ଜଣ ଥିବା ବେଳେ ଯାଜପୁରର ୨୨, ଭଦ୍ରକର ୨୧ ଜଣ ରହିଛନ୍ତି ।…

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ଛତିଶଗଡ଼() ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ଘଟିଛି । ୨୦ଦିନ ହେବ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଦେହାନ୍ତ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୁଅ ଅମିତ ଯୋଗୀ । ଆସନ୍ତାକାଲି ଜନ୍ମଭୂମି ଗୋରେଲାରେ…

୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର() କାଳବୈଶାଖୀ ଜନିତ ବର୍ଷା ଫଳରେ ରାଜ୍ୟରେ ଗତ ପ୍ରାୟ ସପ୍ତାହେ କାଳ ଧରି ଜାରି ଥିବା ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଶନିବାର ଅପରାହ୍ଣ ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ…

ବଡ଼ଦାଣ୍ଡରେ ଉନ୍ନତି କାର୍ଯ୍ୟ ଆରମ୍ଭ

ପୁରୀ() ଆଜି ପୁରୀ ବଡଦାଣ୍ଡରେ ଥିବା ମୁନସିପାଲ ମାାର୍କେଟର ପୁନଃ ଉନ୍ନତି କାର୍ଯ୍ୟ ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) ଦ୍ୱାରା ଆରମ୍ଭ କରାଯାଇଛି । ସୂଚନା ଅନୁସାରେ, କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ୨ମାସ ଧରି ଏହି ଉନ୍ନତି କାର୍ଯ୍ୟ ବନ୍ଦ ଥିଲା । ହେଲେ…

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର : ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଉକ୍ତ ଶିବିରରୁ ରକ୍ତ ସଂଗୃହୀତ…

୨୨ ପ୍ରସ୍ତାବରେ କ୍ୟାବିନେଟ ମୋହର

ଭୁବନେଶ୍ବର() ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ଅନେକ…

ଅର୍ଥମନ୍ତ୍ରୀ ଲଞ୍ଚ କଲେ ନୂଆ ସେବା, ତୁରନ୍ତ ମିଳିବ ଇ-ପ୍ୟାନ

ନୂଆଦିଲ୍ଲୀ()   ଯଦି ଆପଣଙ୍କ ପାଖରେ ଆଧାର ରହିଛି ତେବେ ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ନମ୍ବର ଜାରି କରିବା ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର…

ଆଉ ଖୋଲା ବଜାରରୁ ଋଣ କରିବାକୁ ପଡିବନାହିଁ, RBIରୁ ଉଠିବ ୨୫୦୦କୋଟି

ଭୁବନେଶ୍ୱର() କରୋନା ସଙ୍କଟ ସମୟରେ ଓଡିଶା ସରକାର ରିଜର୍ଭ ବ୍ୟାଙ୍କ୍‍ରେ ଗଚ୍ଛିତ ରଖିଥିବା ଅର୍ଥରୁ ଏବେ ୨୫୦୦ କୋଟି ଟଙ୍କା ଉଠାଇ ପାରିବେ । ରିଜର୍ଭବ୍ୟାଙ୍କ୍‍ ଏଥିପାଇଁ ଅନୁମତି ଦେବା ଫଳରେ ରାଜ୍ୟ ସରକାରଙ୍କୁ ଆଉ ଖୋଲା ବଜାରରୁ ଋଣ କରିବାକୁ ପଡିବନାହିଁ । ରାଜ୍ୟ ସରକାର ରିଜର୍ଭ…