Odia News Portal

କ୍ବାରେଣ୍ଟାଇନରେ ସାବିତ୍ରୀ ବ୍ରତ, ସିନ୍ଦୁର , ଶଙ୍ଖା ଯୋଗାଇଲା ପଳ୍ପତରୁ ଦାସ ନାସନାଲ ଫାଉଁଣ୍ଡେସନ

ଧର୍ମଶାଳା ()  ପୁରା ବିଶ୍ୱ କରୋନା ମହାମାରୀ ସହ ଯୁଦ୍ଧ କରୁଛି । ଓଡିଶା ମଧ୍ୟ ଏହି ବିପତିର ସାମ୍ନା କରୁଛି । ହେଲେ ଆଜି ଓଡିଆଙ୍କ ଶ୍ରେଷ୍ଠ ପୂଜା ସାବିତ୍ରୀ ବ୍ରତ । କିନ୍ତୁ କରୋନା ନାଇଁ ସାବିତ୍ରୀ ବ୍ରତ ପୂରା ଫିକା ପଡିଯାଇଛି । ଏହାସହ କାରୋନା ପାଇଁ ସଂସ୍କୃତି ଆଉ ପରମ୍ପରାରେ ଏବେ କିଛି…

ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ

ଭୁବନେଶ୍ବର()  ରାଜ୍ୟରେ ଆଉ ୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୪୩ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରେ ୧୫, ଗଞ୍ଜାମରେ ୮, ରାଉରକେଲାରେ ୮, ଯାଜପୁରରେ ୮, ପୁରୀ, କେନ୍ଦ୍ରାପଡ଼ା, କଟକ ଓ…

ଏହି ଅଭିନେତ୍ରୀଙ୍କ ଘରେ ପହଞ୍ଚିଲା କରୋନା

ମୁମ୍ବାଇ ()ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବଂ ତାଙ୍କ ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁରଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି । ଘରର ଜଣେ ସହାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏମିତି କି ସେମାନଙ୍କ ଘରକୁ ସମ୍ପୂର୍ଣ୍ଣ…

ପଶ୍ଚିମବଙ୍ଗକୁ ୧ ହଜାରେ କୋଟି

ପଶ୍ଚିମବଙ୍ଗ() ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆକାଶ ମାର୍ଗରୁ ଅମ୍ଫାନ କ୍ଷୟକ୍ଷତି ନେଇ ପଶ୍ଚିମବଙ୍ଗ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଏହି ବଡ଼ ଘୋଷଣା କରିଛନ୍ତି ।…

ପୁଣି ୩ମାସ ପାଇଁ ବଢିଲା ଇଏମଆଇ ଅବଧି

ନୂଆଦିଲ୍ଲୀ() ଇଏମଆଇକୁ ନେଇ ଆରବିଆଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଛି । ପୁଣି ୩ମାସ ପାଇଁ ଇଏମଆଇ ଅବଧି ବଢ଼ିଛି । ଜୁନ ୧ରୁ ଅଗଷ୍ଟ ୩୧ ଯାଏଁ ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ପୂର୍ବରୁ ୩ମାସ ପାଇଁ ଘୋଷଣା କରିଥିଲା ଆରବିଆଇ ।…

ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନବୀନଙ୍କ ପ୍ରତିଶୃତି

ଭୁବନେଶ୍ୱର () ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବାତ୍ୟା ଅମ୍ଫନ କ୍ଷତି ନେଇ ମମତାଙ୍କ ସହ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନବୀନ ପ୍ରତିଶୃତି ଦେଇଛନ୍ତି । ପ୍ରଳୟଙ୍କରୀ…

ରାଜ୍ୟରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କ ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୧୮୯ କରୋନା ଆକ୍ରାନ୍ତ ଚିହ୍ନଟ…

କରୋନା ଯୁଦ୍ଧ : ଗେମ୍ ଚେଞ୍ଜର ହେଲା ଆଗୁଆ ଆକଳନ ଓ କୋଭିଡ ହସ୍ପିଟାଲ

ଉୁବନେଶ୍ୱର : କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ସଫଳ । ଦେଶର ଅନ୍ୟ ବହୁ ରାଜ୍ୟ ତୁଳନାରେ ସାଢେ ୪କୋଟି ଲୋକ ବସବାସ କରୁଥିବା ଓଡିଶାରେ ସଂକ୍ରମଣ ଓ ମୃତ୍ୟୁହାର ଢେର କମ୍‍ । ଏହା ସମ୍ଭବ ହୋଇଛି କେବଳ ସଫଳ ରଣନୀତି ଯୋଗୁଁ । ଯାହା ବିଶ୍ୱର ଅଗ୍ରଣୀ ରାଷ୍ଟ୍ରମାନେ କରିପାରି ନାହାନ୍ତି…

ଛତ୍ରପୁର ବିଡ଼ିଓ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ଅଧିନସ୍ଥ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜାମ ଥାନା ପୋଲିସ । ଏହି ଘଟଣାରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତକୁ ଖୋଜିବା ପ୍ରକ୍ରିୟା ଜାରି ରଖିଛି ପୋଲିସ । ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଖୋଜି ବାହାର…

ଆଜିଠୁ ଖୋଲିବ କାଉଣ୍ଟର

ଭୁବନେଶ୍ୱର() ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଷ୍ଟେସନ କାଉଣ୍ଟରରେ ଆଜିିଠୁ ମିଳିବ ରିଜର୍ଭ ଟିକେଟ।ଦେଶର ବଛାବଛା ଷ୍ଟେସନରେ…