କାହାକୁ ଓ କେମିତି ମିଳିବ ଆୟୁଷ୍ମାନ୍ ସ୍ବାସ୍ଥ୍ୟ କାର୍ଡ, ଦ୍ବନ୍ଦ୍ବ ଦୂର କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଆୟୁଷ୍ମାନ ଯୋଜନାକୁ ନେଇ ଦ୍ବନ୍ଦ୍ବ ଦୁର କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କେମିତି ଫାଇଦା ପାଇବେ ହିତାଧିକାରୀ, ଆୟୁଷ୍ମାନ କାର୍ଡକୁ କେମିତି ଉପଯୋଗ କରିବେ ସେନେଇ ସବିଶେଷ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ!-->…
