Odia News Portal

ଏହି ରାଜ୍ୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ଲକ୍ଷ

ଉତ୍ତରପ୍ରଦେଶ ଔରିୟାରେ ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଣୋ କରିଛନ୍ତି ଉତ୍ତରପ୍ରଦେଶ…

୫ ଆତଙ୍କୀଙ୍କୁ ଗିରଫ କଲା ଜାମ୍ମୁ କାଶ୍ମୀର ପୋଲିସ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପୋଲିସ ଆଜି ଲସ୍କର ଇ ତୋଇବାର ୫ ସନ୍ତ୍ରାସବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ କରିଛି । ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ବଡଗାମ୍‌ ପୋଲିସ୍‌ ୧୫୩ ବାଟାଲିଅନ୍‌ର ସିଆର୍‌ପିଏଫ୍‌ ଜବାନଙ୍କ ସହାୟତାରେ ଜହୁର ଓ୍ଵାନି…

କଙ୍ଗନାଙ୍କ ସହିତ ବଡ ପରଦାରେ ନଜର ଆସିବେ ଏହି ଅଭିନେତ୍ରୀ

ଫିଲ୍ମ ‘ମେନେ ପ୍ୟାର କିଆ’ ଜରିଆରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଏଥିରେ ସଲମାନଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ବାହୁବଲୀ ଷ୍ଟାର ପ୍ରଭାସ ସହିତ କମବ୍ୟାକ୍‌ କରିବେ ବୋଲି ଶୁଣିବାକୁ ମିଳିଥିଲା। ଏହା ପରେ ଏବେ ଏକ ଖବର ଆସିଛି,…

୮ଟି କ୍ଷେତ୍ର ରେ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନକୁ ଗୁରୁତ୍ୱ

ନୂଆଦିଲ୍ଲୀ()  ଆର୍ଥିକ ପ୍ୟାକେଜ ନେଇ ଅଜି ଚତୁର୍ଥ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ବିଭିନ୍ନ ସେକ୍ଟର ଏବେ ଆହ୍ୱାନକୁ ସାମ୍ନା କରୁଛନ୍ତି । ପ୍ରତିଯୋଗିତା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଡିବିଟି, ଜିଏସଟି ଦେଶ ପାଇଁ…

ଉଜ୍ଜଳା ମା’ଭଉଣୀ ମାନଙ୍କ ଆଖିରୁ ଲୁହ ପୋଛିଚି

ନୂଆଦିଲ୍ଲୀ/ଭୁବନେଶ୍ୱର() କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆଇଆଇଟିଟିଏମ୍ ପରିଚାଳନା କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ଡ. ଶିତିକଣ୍ଠ ମିଶ୍ର ମନୋନୀତ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ…

ବେଙ୍ଗଲ ଉପକୂଳକୁ ଯାଇପାରେ ବାତ୍ୟା

ଭୁବନେଶ୍ବର() ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ସିମାନ୍ତରେ ଲାଣ୍ଡଫଲ।କରିବା ସମ୍ଭାବନା ରହିଛି ।ତେବେ ଏହି ବାତ୍ୟା ବେଙ୍ଗଲ ଉପକୂଳକୁ ଯିବାକୁ ଅଧିକ ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ସେ କହିଛନ୍ତି ଏଥି ଲାଗି ରାଜ୍ୟ ସରକାରଙ୍କ ତରଫରୁ…

ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା

ଭୁବନେଶ୍ବର : ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା । ଫଳରେ ଟାଟା ଏସି ଟି ଓଲଟି ପଡିଥିଲା ।ଘଟଣା ସ୍ଥଳରେ ଅଟୋରେ ବସିଥିବା ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ଯପଟେ ଟାଟା ଏସି ଡ୍ରାଇଭର ଆହତ ହୋଇ…

ଚୀନଠାରୁ ଟପିଲା ଭାରତ

ନୂଆଦିଲ୍ଲୀ()କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌କୁ ଟପିଛି ଭାରତ । ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୯୪୧ ରହିଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୮୬ ହଜାର ହେଲାଣି । ୮୫ ହଜାର ୯୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…

ଜାଣନ୍ତୁ ନୂଆ ୬୫ ଆକ୍ରାନ୍ତଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଜି ୬୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ନୂଆ ୬୫କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ୪ପଜିଟିଭ ସୁରତରୁ ଫେରିଥିଲେ ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ଗଞ୍ଜାମର ୧୩ପଜିଟିଭଙ୍କ ମଧ୍ୟରୁ ୧୨ଜଣ…