ରାମ ମନ୍ଦିର ସମ୍ମୁଖରୁ ଦେଢ ବର୍ଷର ଛୁଆ ଚୋରି ଘଟଣା ;୨୪ ଘଣ୍ଟା ପରେ ବି କମିସନରେଟ ପୋଲିସର ହାତ ଖାଲି
ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ଦୃଷ୍ଟିବାଧିତ ମାଆ କୋଳରୁ ଛୁଆ ଚୋରି ଘଟଣାକୁ ୨୪ ଘଣ୍ଟା ଟପିଲାଣି । ହେଲେ କମିସନରେଟ ପୋଲିସର ହାତ ଏବେ ବି ଖାଲି । ପୋଲିସ ଅପହୃତ ଛୁଆକୁ ଉଦ୍ଧାର କରିବା ତ ଦୂରର କଥା,ଛୁଆକୁ ମାଆ କୋଳରୁ ଚୋରି କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିପାରି ନାହିଁ । ଏହାରି!-->…
