ଏହି ପୁରସ୍କାର ପାଇଁ ବୁମ୍ରାଙ୍କ ନାମ ସୁପାରିସ୍ କରିବ ବିସିସିଆଇ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ସଂଘ (ବିସିସିଆଇ) ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଖେଳାଳି ମନୋନୟନ ପ୍ରକିୟା ଆରମ୍ଭ କରିଛି । ଷ୍ଟାର୍ ପେସ୍ ବୋଲର ଜଶ୍ପ୍ରୀତ ବୁମ୍ରା ‘ଅର୍ଜୁନ’ ପୁରସ୍କାର ଦୌଡ଼ରେ ଆଗୁଆ ଥିବା ଜଣାପଡ଼ିଛି । ଗତବର୍ଷ ଏହି ପୁରସ୍କାର ପାଇଁ ବୁମ୍ରାଙ୍କ ନାମ…
