Odia News Portal

ଗରିବ କଲ୍ୟାଣ ରୋଜଗାରରେ ଓଡିଶାକୁ ସାମିଲ କରିଥିବାରୁ ଧନ୍ୟବାଦ

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ ପୁର୍ବ ଭାରତର ସମଗ୍ର ବିକାଶକୁ ପ୍ରାଥମିକତା ଦେଇ ଓଡିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ ବଲାଙ୍ଗିର ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡିଛନ୍ତି । ଯଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇପାରିବେ ଏବଂ…

ଭୁବନେଶ୍ୱରରୁ ୧୯ ପଜିଟିଭ, ୧୫ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୧୯ ଜଣ ହୋଇଥିବା ଜଣାପଡ଼ିଛି । ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ହୋମ କ୍ୱାରେଣ୍ଟିନ ଓ ୧୫ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଏକ ଘରୋଇ ହସ୍ପିଟାଲରେ ୩ଜଣ ମହିଳା ଓ ୩ଜଣ…

ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର, ଗୁରୁତର ଅବସ୍ଥାରେ ଭର୍ତ୍ତି

ଭୁବନେଶ୍ୱର() ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର । ଆଲବମ ହିରୋଇନ ଦୀପା କ୍ୟାନସରରେ ପୀଡିତ ଥିବା ଜଣାପଡିଛି । କ୍ୟାନସରରେ ପୀଡିତ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । କିନ୍ତୁ ଏବେ କ୍ୟାନସରରେ ପୀଡିତ ହେବା ପରେ ଚିକିତ୍ସା ହେବା ପାଇଁ ଅର୍ଥ ସାଜିଛି…

ଶହୀଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ରାଇରଙ୍ଗପୁର() ଭାରତ ଚୀନ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ଘଟି ଓଡ଼ିଶାର ଦୁଇ ଜଣ ଯବାନ ବୀର ଗତି ପ୍ରାପ୍ତ ହେବା ପରେ ଦୁଇ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ…

ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ() ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା ସହାୟକ ହେବ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ…

ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲାର ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ବହୁ ଦିନରୁ ଶ୍ୱାସ ଜନିତ ରୋଗରେ ପୀଡିତ ଥିଲେ । ତେବେ ରାଜ୍ୟରେ କରୋନା…

ପୁଣି ବଢ଼ିଲା ଅଶୌଧିତ ତୈଳ ଦର

ନୂଆଦିଲ୍ଲୀ()  ପୁଣି ବଢ଼ିଲା ଅଶୌଧିତ ତୈଳ ଦର । ଲଗାତାର ୧୪ ଦିନ ପାଇଁ ଭାରତୀୟ ବଜାରରେ ଦେଶର ବରିଷ୍ଠ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ- ଡ଼ିଜେଲ ଦରରେ ବୃଦ୍ଧି ଘଟାଇଛନ୍ତି । ଶନିବାର ଅର୍ଥାତ ଆଜି ସକାଳ ସୁଧା ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୫୧ ପଇସା ବଢି ଲିଟର ପ୍ରତି ୭୮.୮୮ ଟଙ୍କାରେ…

ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ,୨୯ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାେରେଣ୍ଟିନ ସେଣ୍ଟରରୁ ୧୫୦ ଓ ସ୍ଥାନୀୟ ଅଞ୍ଚଳରୁ ୨୯ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ…

ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ

ପୁରୀ() ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ । ଦୀର୍ଘ ୧୫ ଦିନ ଧରି ଅନବସରରେ ରହିବା ପରେ ଆଜି ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେବେ । ତେବେ କେଳବ ସେବାୟତମାନେ ଏହି ଦର୍ଶନ କରିପାରିବେ । ଆଜି ମହାପ୍ରଭୁଙ୍କ ବନକଲାଗି ତଥା ମୃଖଶିଂଖାର ନୀତି ଦତ୍ତମହାପାତ୍ର ମାନେ କରିବା…

କରୋନାଠୁ ଭୟଙ୍କର ହେଲେଣି ରାଜଧାନୀରେ ଚୋର ଓ ଲୁଟେରା

ଭୁବନେଶ୍ବର : ରାଜଧାନୀରେ କରୋନା ଠାରୁ ଭୟଙ୍କର ହେଲେଣି ଚୋର ଓ ଲୁଟେରା । ରାତିବେଳା ତ ଦୂରରକଥା ଦିନ ଦ୍ୱିପ୍ରହର ଓ ମୁହସଞ୍ଜବେଳେ ଏମାନେ ଚେନ୍‍ ମୋବାଇଲ ଲୁଟ୍‍ କରିବା ସହିତ ଘରେ ପଶିଯାଉଛନ୍ତି । କମିଶନରେଟ ପୁଲିସ୍‍ କରୋନା ମୁକାବିଲା କରୁଥିବା ଘେନି ଚିତ୍ର ଦେଉଥିବାବେଳେ ଚୋରମାନେ କିନ୍ତୁ…