ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର() ପୁଣି ଖୁସିଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଉ ୧୫୩ ଜଣ ସୁସ୍ଥ ହୋଇଥିବାର ଟ୍ବିଟ ମାଧ୍ୟମରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି କଟକର ୪୩, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାର ୧୨ ଜଣ,ଭଦ୍ରକର ୧୧ ଜଣ, ଗଜପତିର ୯ ଜଣ,…
