Odia News Portal

ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ

ପୁରୀ() ରଥଯା ବନ୍ଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା । ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ବିକଳ୍ପ ବ୍ୟବସ୍ଥା ନେଇ ପରିଚାଳନା କମିଟି ଓ ସେବାୟତଙ୍କ ଆଲୋଚନା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ । ଆଲୋଚନା ବେଳେ ଆଇନ ମନ୍ତ୍ରୀ…

ମୃତ୍ୟୁ ସଂଖ୍ୟା ୧୨ହଜାର ୫୭୩କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦,୫୩୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ହଜାର ୫୭୩ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୩, ୫୮୬ଜଣ ନୂଆ ଆକ୍ରାନ୍ତ…

ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୫ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ୧୬ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୬୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୨୫ଜଣ ସ୍ଥାନୀୟ…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁପ୍ରିମକୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ନିଷ୍ପତ୍ତିକୁ ମାନିବା ପରେ ରଥଯାତ୍ରା ନୀତି ସମ୍ପର୍କରେ ଆଜି ଆଲୋଚନା କରାଯିବ। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ରଥଯାତ୍ରାର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଶୁକ୍ର ଯୁକ୍ତ ଚନ୍ଦ୍ର ପ୍ରଭାବରେ ଆପଣଙ୍କ ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତିକୁ ବୃଦ୍ଧି କରିବ। ଯେ କୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଚଳାଇ ନେଇପାରିଲେ କୃତକାର୍ଯ୍ୟ ହେବେ। ଅପରାହ୍ନେ ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବାକୁ ପଡିପାରେ। ବୃଷ ରାଶିରେ…

ଏଣିକି ପ୍ରତି ଘରେ ଲାଗିବ ସ୍ୱତନ୍ତ୍ର ନମ୍ବର

ଭୁବନେଶ୍ୱର: ଏଣିକି ପ୍ରତି ଘରେ ଲାଗିବ ସ୍ୱତନ୍ତ୍ର ନମ୍ବର । ଭୁବନେଶ୍ୱରରେ ଥିବା ସରକାରୀ ହେଉ କି ବେସରକାରୀ ଏବଂ ଦୋକାନ ବା ପ୍ରତିଷ୍ଠାନ ସବୁ କୋଠରୀ ପ୍ରବେଶ କବାଟରେ ସ୍ବତନ୍ତ୍ର ଡିଜିଟାଲ ଡୋର ନମ୍ୱରିଂ ରହିବ । ଏନେଇ ବିଏମସି ପକ୍ଷରୁ ଗତକାଲି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।…

କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର

ଭୁବନେଶ୍ବର :  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ । ତେଣୁ ଚଳିତ ବର୍ଷ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରାଯିବ ବୋଲି…

କଫି ସପ୍‌ରେ ବଦଳିଲା ଏହି ଅଭିନେତ୍ରୀଙ୍କ ଭାଗ୍ୟ

ମୁମ୍ବାଇ : ଏକାଧାରରେ ଜଣେ ବଲିଉଡ୍‌ ଅଭିନେତ୍ରୀ, ଟିଭି ଉପସ୍ଥାପିକା ଏବଂ ମଡେଲ୍‌ ଭାବେ ଲିସା ହେଡନ୍‌ ସୁପରିଚିତ । ‘ଆୟଶା’, ‘କ୍ୱିନ୍‌’, ‘ହାଉସଫୁଲ୍‌-୩’, ‘ଏ ଦିଲ୍‌ ହେ ମୁସ୍କିଲ’ ଭଳି ଫିଲ୍ମରେ ଦର୍ଶକମାନେ ତାଙ୍କର ଅଭିନୟ ପ୍ରତିଭାକୁ ଦେଖିସାରିଛନ୍ତି । ତେବେ ବଲିଉଡ୍‌ରେ କିଭଳି ତାଙ୍କର…

ଏହି ବିଜେପି ନେତାଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ନୂଆଦିଲ୍ଲୀ : ହରିଆଣାରୁ ଦୁଇ ଥର ସାଂସଦ ରହିସାରିଥିବା ବିଜେପି ନେତା ସୁରେନ୍ଦ୍ର ବରଓ୍ବାଲାଙ୍କ ପୁଅ ପ୍ରଶାନ୍ତଙ୍କ ବିରୋଧରେ ଦିଲ୍ଲୀ ଶକରପୁର ପୋଲିସ ଷ୍ଟେସନରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ ହୋଇଛି। ପ୍ରଶାନ୍ତଙ୍କ ବିରୋଧରେ ଜଣେ ମହିଳା ବିବାହ ଏବଂ ଚାକିରୀର ଲୋଭ ଦେଇ ତାଙ୍କ ସହିତ…

ଏବେ ଗାଁ ଗଳି-କନ୍ଦି ସବୁଠି ହୋଇପାରିବ କରୋନା ଟେଷ୍ଟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଲଗାତର ବଢିବା ମାମଲା ମଧ୍ୟରେ ଏବେ ଟେଷ୍ଟିଂକୁ ଗତି ଦେବା ପାଇଁ ଚେଷ୍ଟା କରାଯାଉଛି । ଗୁରୁବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏକ ମୋବାଇଲ ଲ୍ୟାବକୁ ଲଞ୍ଚ୍ କରିଛନ୍ତି । ଏହା କରୋନା ଟେଷ୍ଟିଂରେ କାମରେ ଆସିବ । ଏହି ଲ୍ୟାବ୍ କୌଣସି ବି…