ଚଳିତ ବର୍ଷ ହେବନାହିଁ ରଥଯାତ୍ରା
ନୂଆଦିଲ୍ଲୀ() ଚଳିତ ବର୍ଷ ହେବନାହିଁ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ । ଦୀର୍ଘଦିନର ବ୍ୟବଧାନ ପରେ ସାଢେ଼ ୪ କୋଟି ଓଡ଼ିଆ ରଥଯାତ୍ରା ଦେଖିବାରୁ ବଂଚିତ ହେବେ । ରଥଯାତ୍ରା ନେଇ ଯେଉଁ ଟିକକ ଆଶା ଥିଲା ତାହା ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ…
