Odia News Portal

ମୋବାଇଲ କିଣାରୁ ଲାଭ ପାଇଁ ଲାଳ ଗଡାଇଲେଣି ବ୍ୟବସାୟୀ

ଭୁବନେଶ୍ୱର : ରାଜ୍ୟ ସରକାର ୮୦ହଜାର ମୋବାଇଲ୍‍ ଫୋନ୍‍ କିଣିବାକୁ ଯାଉଥିବାରୁ ଏଥିରୁ ମୁନାଫା ପାଇବାକୁ ଏବେ ଅନେକଙ୍କ ପାଟିରୁ ଲାଳ ଗଡିଲାଣି । ପଶ୍ଚିମଓଡିଶାର ଗୁପ୍ତା ସାଙ୍ଗିଆ ଧାରି ଜନୈକ ବ୍ୟକ୍ତି ଏବେ କୌଣସି ପ୍ରକାରେ ସରକାରଙ୍କ ମୋବାଇଲ୍‍ କିଣାରୁ କିଛି ଫାଇଦା ଉଠାଇବାପାଇଁ ଲୋକସେବା…

ଦୁର୍ଘଟଣାରେ ବାଇକ ଆରୋହିଙ୍କ ମୃତ୍ୟୁ

ମୋହନା :  ଗଜପତି ଜ଼ିଲ୍ଲା ମାଣ୍ଡିମେରା ନିକଟରେ ବାଇକ ଦୁର୍ଘଟଣାରେ ବାଇକ ଆରୋହିଙ୍କ ମୃତ୍ୟୁ । ମୃତକ ବ୍ଯକ୍ତି ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ନାବାଳକ ମୀଖାୟଲ ଟାଙ୍ଗରାଙ୍ଗ। ସୂଚନା ମୁତାବକ ମୀଖାୟଲ ବାଇକ ଯୋଗେ ନିଜ ଭିଣୋଇ ଘର ଅଡବା ଥାନା ଗେରେଙ୍ଗା ଗ୍ରାମରୁ ନିଜ ଗାଁକୁ…

ଗଙ୍ଗାରେ ବିସର୍ଜନ ହେଲା ସୁଶାନ୍ତଙ୍କ ଅସ୍ଥି

ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଏବେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। କିଏ କହୁଛି ସେ ଡିପ୍ରେସନ୍‌ ଯୋଗୁ ମୃତ୍ୟୁବରଣ କରିଛନ୍ତି ତ ଆଉ କିଏ ଏଥିପାଇଁ ଫିଲ୍ମ ନିର୍ମାତାଙ୍କୁ ଦୋଷ ଦେଇଛନ୍ତି। ତେବେ ଏହି ବଲିଉଡ୍‌ ଷ୍ଟାରଙ୍କ…

ଜନ୍ମ ମାଟିରେ ପହଞ୍ଚିଲା ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର

ଭୁବନେଶ୍ୱର : ଗଲୱାନରେ ଚୀନ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର ଆଜି ବିମାନ ଯୋଗେ ଓଡିଶାରେ ଆସି ପହଞ୍ଚିଛି । ଭୁବନେଶ୍ୱର ବିମାନ ବନ୍ଦରରୁ ସହିଦଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମିକୁ ନିଆଯିବ । ଚିନ ସେନା ସଂଘର୍ଷରେ କନ୍ଧମାଳ ରାଇକିଆ ଅଞ୍ଚଳର  ଯବାନ…

କୋଭିଡ୍‌-୧୯ ପରିସ୍ଥିତିରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ବର() କୋଭିଡ-୧୯ ଯୋଗୁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇଗତି କରୁଥିବା ବେଳେ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି । ଏଥି ସହିତ ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କ ଆୟବୃଦ୍ଧି ଦିଗରେ…

ଭୁବନେଶ୍ୱରରେ ପହଞ୍ଚିଲା ସହିଦଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଦୁଇ ଓଡ଼ିଆ ଯବାନଙ୍କ ମରଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଓଡ଼ିଆ ଯବାନ କନ୍ଧମାଳ ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁର ନନ୍ଦୁରାମ ସୋରେନଙ୍କ ମରଶରୀର ଆସି ପହଞ୍ଚିଛି । ଲଦାଖରେ ଚୀନ ସୈନ୍ୟଙ୍କ ସହ…

କେନ୍ଦ୍ରମନ୍ତ୍ରୀଙ୍କ ପଦକ୍ଷେପକୁ ଧନ୍ୟବାଦ ଦେଲେ ସିଦ୍ଧାର୍ଥ

ନୟାଗଡ() ନୟାଗଡ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକର ପଦ୍ମାବତୀ ଗ୍ରାମ ନିକଟରେ ମହାନଦୀ ଗର୍ଭରେ ଠାବ ହୋଇଥିଲା ୫୦୦ ବର୍ଷ ପୁରାତନ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର କରାଯିବା ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଭାରତୀୟ…

ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଅଜି ଆଉ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୯୭ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୭, ଖୋର୍ଦ୍ଧାରୁ ୧୬,…

ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତିଙ୍କ ପ୍ରତିକ୍ରିୟା

ପୁରୀ() ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବ । କିନ୍ତୁ ସୁପ୍ରିମକୋର୍ଟ ଯାହା ରାୟ ଶୁଣାଇଛନ୍ତି ସମସ୍ତେ ତାହା ମାନିବାକୁ ବାଧ୍ୟ ।…

ଭୁବନେଶ୍ୱରରୁ ୯ ପଜିଟିଭ

ଭୁବନେଶ୍ୱର()  ରାଜ୍ୟରେ ଆଜି ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ଼ ହସ୍ପିଟାଲର ୩ଜଣ କର୍ମଚାରୀ । ୪ଜଣ ଆକ୍ରାନ୍ତ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ସ୍ଥାନୀୟ ଅଞ୍ଚଳର…