Odia News Portal

ଭୁବନେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍, ୩ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର …

ଭୁବନେଶ୍ୱର() ଭୁବନେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୪ ଜଣ ହୋମ୍ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏୟାରପୋର୍ଟ ନିକଟ ଭୀମପୁର ଅଞ୍ଚଳରୁ ଜଣେ, ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ ଯୁବକ, ନୂଆପଲ୍ଲୀ ଶବରସାହିରୁ…

ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ() ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହା ସହ ଆପର ବିଧାୟୀକା ଆତିଶ ମେଲାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା…

ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି

ନୂଆଦିଲ୍ଲୀ() ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଭାରତକୁ ଉସୁକାଇଲେ ତାହାର ଏକ ଦୃଢ ଜବାବ ଦେବାକୁ ଭାରତ ସକ୍ଷମ । ଚୀନ ସହ ବଢିଚାଲିଥିବା ବିବାଦ ପ୍ରସଙ୍ଗରେ ଏହି କଡ଼ା ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି କରୋନା ମୁକାବିଲା ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର…

ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କୋଭିଡ଼ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ସୁବିଧା ମିଳିବ । ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିବାର…

ହିମାଂଶୁ ଭୁଷଣ କର ଫାଉଣ୍ଡେସନ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

କେନ୍ଦ୍ରାପଡା() କରୋନା ମହାମାରୀ ଭଳି ଦୁର୍ଦ୍ଧିନ ସମୟରେ ଗରିବ ଓ ଅସହାୟ ଲୋକଙ୍କ କଷ୍ଟକୁ ଲାଘବ କରିବା ପାଇଁ କେନ୍ଦ୍ରାପଡା ସହରରେ ହିମାଂଶୁ ଭୂଷଣ କର ଫାଉଣ୍ଡେସନ ଅଣ୍ଟା ଭିଡିଛି । ଆଜି ସହରର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ନୌଯବାନ ୟୁନିୟନର ସଭ୍ୟମାନେ ଦୁସ୍ଥ ଓ…

ଡିପ୍ରେସନରେ ବଲିଉଡ୍ ଜଗତର ନାମିଦାମୀ ଅଭିନେତ୍ରୀ

ମୁମ୍ବାଇ() ଖାଲି ଯେ ସୁଶାନ୍ତ ନୁହେଁ ବଲିଉଡ୍ ଜଗତର ଅନେକ ନାମିଦାମୀ କଳାକାର ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି । ବିଭିନ୍ନ କାରଣରୁ ସେମାନେ ଡ୍ରିପେସନରେ ଦିନ ଅତିବାହିତ କରିଛନ୍ତି । କେତେବେଳେ କେହି ଷ୍ଟାର୍ ଭାଙ୍ଗି ପଡିଛନ୍ତି ତ ଆଉ କେହି ଏହାର ମୁକାବିଲା କରିଛନ୍ତି । ତେବେ ଏହି…

ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର() ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ବଢ଼ିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ପ୍ରବଳରୁ…

ରଥ ରଙ୍ଗ ସହ କପଡା ବନ୍ଧା କାର୍ଯ୍ୟ ତ୍ବରାନ୍ନିତ

ପୁରୀ()ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ରଥରେ ୪ଟି ଲେଖାଁଏ ୧୨ଟି ଧ୍ୱଜବତା ଲାଗିଥିଲା। ଶ୍ରୀଜିଉଙ୍କ ବିଜେ ସ୍ଥଳ ବାହାରେ ଗାଈପଲ୍ଲ ପଟା ଲାଗି ହୋଇଥିଲା। ତିନି ରଥରେ କଳସ ଓ ଅଁଳା ଲାଗି ହୋଇଛି। ସେହିଭଳି ଓଲଟ ଶୁଆ ମଧ୍ୟ ତିନି ରଥରେ ଲାଗିଛି। ରଥର ଚତୁଃପାଶ୍ୱର୍ରେ ଚିତ୍ରକର…

ଆତ୍ମହତ୍ୟା ବେଳେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିଲା ଏତିକି ଟଙ୍କା

ରବିବାର ଦିନ ଶୁସାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ନେଇଛନ୍ତି । ସେ ମୁମ୍ବାଇ ରେ ବେଣ୍ଡ୍ରା ସ୍ଥିତ ନିଜର ବାସଭବନ ରେ ଫାସୀ ଲେଗଇ କରି ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସ ସ୍ପଷ୍ଟ କରିଛି କି ଆର୍ଥିକ ମାନ୍ଦାବସ୍ତା ସୁଶାନ୍ତଙ୍କ ମୃତ୍ୟୁର କାରଣ ନୁହେଁ , କାରଣ ମୃତ୍ୟୁ ପରେ ବି ଏବେ…

ସହିଦ ଯବାନଙ୍କ ଭିତରୁ ୨ ଓଡିଆ

ଭୁବନେଶ୍ବର() ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ । ତେବେ ଏହି ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି । ଜଣେ କନ୍ଧମାଳ ଜିଲ୍ଲା…