Odia News Portal

ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର() ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ୨୦୧୯ ମାର୍ଚ୍ଚ…

ରାଜ୍ୟରେ ଆଉ ୫୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରେ ୨୯, ବାଲେଶ୍ୱରରେ ୧୫ ଓ ମୟୂରଭଞ୍ଚରେ ୧ ଆକ୍ରାନ୍ତ ଥିବା ଜଣାପଡିଛି । ଅନୁଗୁଳରେ ପ୍ରଥମଥର ପାଇଁ ୧୩ ଜଣ କରୋନା ଆକ୍ରାନ୍ତ…

ସରପଞ୍ଚଙ୍କୁ କରୋନା ମୁକାବିଲାର ମନ୍ତ୍ର ଦେଲେ ୫ଟି ସଚିବ

ଭୁବନେଶ୍ୱର () ସରପଞ୍ଚଙ୍କୁ କରୋନା ମୁକାବିଲାର ମନ୍ତ୍ର ଦେଲେ ୫ଟି ସଚିବ । ଆଜି ସେ ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ ଗଂଜାମ ଜିଲ୍ଲାର ସବୁ ସରପଂଚଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି । କରୋନା ମୁକାବିଲାରେ କିଭଳି ସରପଂଚମାନେ ନେତୃତ୍ୱ ନେବେ ସେନେଇ ୫ଟି ସଚିବ ଗୁରୁମନ୍ତ୍ର…

ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର : ଦେଶ ବ୍ୟାପୀ କରୋନା ଲଢେଇରେ ସାମିଲ ହୋଇଥିବା କରୋନା ଯୋଦ୍ଧାଙ୍କୁ ଜଗତସିଂହପୁର ଆରଏସ୍‌ଏସ୍‌, ଏବିଭିପି ଓ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡାକ୍ତର, ପୋଲିସ୍‌ ଅଧିକାରୀ, ସାମ୍ବାଦିକ, ସମାଜସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏହି…

କରୋନା ଲଢେଇରେ ସାମିଲ୍‌ ହେଲେ ମହାରଥୀଙ୍କ ଜ୍ୱାଇଁ

ଭୁବନେଶ୍ୱର : କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦେଉଛନ୍ତି। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ତଥା ପ୍ରଦୀପ ମହାରଥୀଙ୍କ ଜ୍ୱାଇଁ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ସେ…

ସରପଞ୍ଚ ସାଜିଲେ ରାତ୍ରି ଜଗୁଆଳି

ଜୟପୁର : କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ଫୋକସରେ ଏବେ ପଞ୍ଚାୟତ । ପୂର୍ବରୁ ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଥିଲେ। କାରଣ ତୃଣମୂଳ ସ୍ତରରେ ଏବେ ସେମାନେ ପକ୍ରୃତ କରୋନା ଯୋଦ୍ଧା । ଏଣୁ ନିଜ ନିଜ ପଞ୍ଚାୟତରେ ଗୁରୁ ଦାୟିତ୍ୱ ତୁଲାଉଛନ୍ତି ସରପଞ୍ଚମାନେ। ଏବେ ଗାଁରେ…

ଅଭିନେତ୍ରୀ ସୋନାକ୍ଷୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆରମ୍ଭ କଲେ ଏହି ଅଭିଯାନ

କରୋନା ଭାଇରସ ଲଢେଇରେ ସମଗ୍ର ଭାରତବାସୀ ସାମିଲ ହୋଇଛନ୍ତି। ଖାସ୍‌କରି ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ। ଅକ୍ଷୟ କୁମାର ଠାରୁ ଆରମ୍ଭ କରି ସଲମାନ ଖାନ, ବିଗ ବିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଲଢେଇରେ ସାମିଲ। ଏବେ ଏହି ଲଢେଇରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ…

ଘଡିସନ୍ଧି ମୁହୂର୍ତରେ ଓଡିଆମାନେ ଓଡିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ

ନୂଆଦିଲ୍ଲୀ () ପୂର୍ବକାଳରେ ଓଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ କରି ବଡ ନାଁ କରିଥିଲେ । ବର୍ତମାନ ଘଡିସନ୍ଧି ମୁହୂର୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆମାନେ ଓଡିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି…

ପାକିସ୍ତାନ ବାୟୁସେନାରେ ପ୍ରଥମ ହିନ୍ଦୁ ପାଇଲଟ୍

ପାକିସ୍ତାନରେ ହିନ୍ଦୁଙ୍କୁ ପ୍ରାଥମିକତା ମିଳୁନଥିବା ବେଳେ ଜଣେ ହିନ୍ଦୁ ଯୁବକ ନିଜ ପ୍ରଚେଷ୍ଟା ବଳରେ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି। ରାହୁଲ ଦେବ ନାମକ ଜଣେ ହିନ୍ଦୁ ଯୁବକ ପାକିସ୍ତାନର ଜେନେରାଲ ଡ୍ୟୁଟି ପାଇଲଟ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ରାହୁଲ ଦେବ ହେଉଛନ୍ତି ପ୍ରଥମ ହିନ୍ଦୁ…

ଗାଁରେ ପହଞ୍ଚୁଛି ଏଟିଏମ୍‌ ସେବା

ଭୁବନେଶ୍ବର : ଗାଁରେ ପହଞ୍ଚୁଛି ଏଟିଏମ୍‌ ସେବା । ଟଙ୍କା ଦେବା ପାଇଁ ବ୍ୟାଙ୍କ କର୍ମଚାରୀ ମେସିନ୍‌ ଧରି ପହଞ୍ଚୁଛନ୍ତି ଗାଁରେ । ସହରକୁ ଟଙ୍କା ପାଇଁ ଯାଇପାରୁନଥିବା ଗାଁଲୋକ ହାତ ପାହାନ୍ତାରେ ସେବା ପାଇପାରୁଛନ୍ତି । କିଏ ଗ୍ୟାସ୍‌ ସବସିଡ଼ି ଟଙ୍କା ନେଉଛି ତ, ଆଉ କାହାକୁ ଗରିବ କଲ୍ୟାଣ…