Odia News Portal

ଶୀଘ୍ର ସୁଯୋଗର ଉଠାନ୍ତୁ ଫାଇଦା, ପୁଣି କମିଲା ସୁନା ଦର

ସୋମବାର ସନ୍ଧ୍ୟା ସୁଦ୍ଧା ଲଗାତାର ଦ୍ଵିତୀୟ ଦିନ ପାଇଁ ଭାରତୀୟ ବଜାରରେ ସୁନା ଦର ପୁଣି ଥରେ ହ୍ରାସ ପାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୬୪ ଟଙ୍କା କମି ୪୭,୧୬୪ ଟଙ୍କାରୁ ୪୭,୦୦୦ ଟଙ୍କାରେ ପହଂଚିଛି । ଠିକ ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ…

ପୁଣି ବଢ଼ିଲା ବସ ଭଡା

ଭୁବନେଶ୍ବର : ପୁଣି ବଢ଼ିଲା ବସ ଭଡା। ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ଏବଂ ଡିଲକ୍ଡ୍ସ ଓ ଏସି ଡିଲକସ ରେ ୬ ପଇସା ବଢ଼ିଲା। ଡିଜେଲ ଦର ବୃଦ୍ଧି ପରେ ଏହି ଭଡା ବୃଦ୍ଧି ହୋଇଛି। ଅଟୋମେଟିକ ମେକାନିଯିମ ମାଧ୍ୟମରେ ଏହି ଭଡା ବୃଦ୍ଧି ହୋଇଛି। ସାଧାରଣ ୬୭ ପଇସାରୁ ବଢି ୭୦ ପଇସା ହୋଇଛି।…

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ…

ମହାଭାରତ ଯୁଦ୍ଧ ପରେ ମଧ୍ୟ ଜୀବିତ ଥିଲେ ଜଣେ କୌରବ,ଜାଣନ୍ତୁ

ଭୁବନେଶ୍ୱର () ମହାଭାରତ ଯୁଦ୍ଧରେ ଅନେକ ଯୋଦ୍ଧା ଥିଲେ ଯେଉଁମାନଙ୍କ ଚରିତ୍ର ଖୁବ ମହତ୍ଵପୂର୍ଣ୍ଣ ଥିଲା । ମହାଭାରତ ଯୁଦ୍ଧ ସ୍ମାରକରେ ଏମିତି ଅନେକ ତଥ୍ୟ ରହିଛି ଯାହା ଅଧିକାଂଶ ଲୋକେ ଜାଣିନଥାନ୍ତି । ମହାଭାରତର ଏକ ମହତ୍ଵପୂର୍ଣ୍ଣ ଚରିତ୍ର ଥିଲେ ଯୁଯୁତ୍ସୁ । ଅଧିକାଂଶ ଲୋକ ଜାଣିଛନ୍ତି…

୨୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ମହାମାରୀ ମୁକାବିଲା ମୋଦିଙ୍କ ସମ୍ବୋଧନ । କରୋନା ସହ ଆଉ କିଛି ଦିନ ଲଢେଇ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ଅନ୍ୟ ଦେଶ ତୁଳନାରେ ଭାରତରେ ଭୟଙ୍କର ରୂପ ନେଇ ନାହିଁ କରୋନା ଭାଇରସ । ସେମିତି ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ମୃତ୍ୟୁ ହାର ମଧ୍ୟ କମ । କରୋନାରେ ଯାହାର ବି…

ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୯୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୨୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୧୯ , କଟକରୁ ୧୫, ମୟୁରଭଞ୍ଜରୁ ୧୧, ଖୋର୍ଦ୍ଧାରୁ ୧୧, ନୂଆପଡ଼ାରୁ୯,…

ସୁଶାନ୍ତ ସିଂହଙ୍କ ବାଲକନିରେ ରହିଛି ଅତ୍ୟାଧୁନିକ ଟେଲିସ୍କୋପ

ଆମେରିକା ସ୍ଥିତ ଏଷ୍ଟ୍ରୋଫିଜିଷ୍ଟ ଏବଂ ବୈଜ୍ଞାନିକ ଡ.କରନ ଜାନି ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନର ଏହିଭଳି ଏକ ଅଂଶକୁ ନେଇ ଖୁଲାସା କରିଛନ୍ତି ଯାହା ଉପରେ ସମ୍ଭବତଃ କାହାର ନଜର ପଡିଥିବ ।ସୁଶାନ୍ତ ସିଂହଙ୍କ ମୃତ୍ୟୁ ଖବର ଶୁଣି ଡ.ଜାନି ସ୍ତବ୍ଦ ରହିଗେଲେ । ସେ ନିଜ ଟ୍ୱିଟର ଆକାଉଣ୍ଟରେ…

ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ, ୨ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର…

ଭୁବନେଶ୍ୱର()  ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଙ୍ଗରୋଧରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର, ସେ ନୂଆଦିଲ୍ଲୀରୁ…

ବସ ଭଡ଼ା ବୃଦ୍ଧି

ଭୁବନେଶ୍ୱର () ବସ ଭଡ଼ା ବୃଦ୍ଧି ପାଇଛି  । ତେଲ ଦର ବୃଦ୍ଧି ପାଇଥିବାରୁ ବସଭଡ଼ା ବୃଦ୍ଧି କରାଯାଇଛି  । ଗତ ୯ ଦିନ ମଧ୍ୟରେ ଡିଜେଲ ଦର ୫ ଟଙ୍କାରୁ ଅଧିକ ବୃଦ୍ଧିପାଇଛି  । ତେଲ ଦର ବୃଦ୍ଧି ବା ହ୍ରାସ ଆଧାରରେ ସ୍ୱୟଂଚାଳିତ ପଦ୍ଧତିରେ ବସଭଡ଼ା ବୃଦ୍ଧି ବା ହ୍ରାସ ପାଇବ ବୋଲି ସ୍ଥିର କରାଯାଇଛି…

ରଥ ଅନୁକୂଳ ପାଇଁ ଅନୁମତି ପତ୍ର

ପୁରୀ() ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ହେବ କି ନାହିଁ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି ପତ୍ର ଦିଆଯାଇଛି । ଦେଉଳ ପୁରୋହିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଅନୁମତି…