ସରକାରଙ୍କ ଚେତାବନୀ ପରେ ମଧ୍ୟ ଡାଉନଲୋଡ କରିଛନ୍ତି ୧୩.୧ କୋଟି ଲୋକ
ଭିଡିଓ କନଫରେନ୍ସିଂ ଆପ ଜୁମ୍ ଲକଡାଉନ ସମୟରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍। ଦୁନିଆର ସମସ୍ତ ଦେଶର ସ୍କୁଲର କ୍ଲାସ ଜୁମ୍ ଆପ୍ ଜରିଆରେ କରାଯାଉଛି। କିନ୍ତୁ ଭାରତରେ ସବୁଠାରୁ ଅଧିକ ବ୍ୟବହାର ହେଉଛି। ଜୁମ୍ ଭିଡିଓ କଲିଂ ଆପକୁ ଭାରତରେ ସବୁଠାରୁ ଅଧିକ ଡାଉନଲୋଡ କରାଯାଇଛି। ଜୁମ…
