Odia News Portal

କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ପାଇଁ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ() କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । - ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହେବେ -…

ମେ ୨୦ରୁ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର() ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ମେ ୧୯ ସୁଦ୍ଧା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକ ପହଞ୍ଚିବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାସ । ଆଜି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ବୈଠକ ହୋଇଥିଲା । ସେହି ବୈଠକରେ ଏହିପରି ନିଷ୍ପତ୍ତି…

୭ ଭାରତୀୟ ନିଜ ପରିବାର ପାଇଁ ଛାଡିଯାଇଛନ୍ତି ପର୍ଯ୍ୟପ୍ତ ସମ୍ପତି, ଜାଣନ୍ତୁ ସମ୍ପତିର ମୂଲ୍ୟ

ଭୁବନେଶ୍ୱର() ୭ ନାମିଦାମି ଭାରତୀୟ ଯେଉଁମାନେ ନିଜ ମୁତ୍ୟୁ ପରେ ବି ଅମର ହୋଇ ରହିଛନ୍ତି । ଆଜି ଆସନ୍ତୁ ଜାଣିବା ନିଜ ପରିବାର ପାଇଁ ଏମାନେ ଛାଡି ଯାଇଛନ୍ତି କେତେ ସମ୍ପତି । ଇରଫାନ ଖାନ: ବଲିଉଡ୍ ଅଭିନେତା ଇରଫାନ ଖାନଙ୍କର ୫୩ ବର୍ଷ ବୟସରେ ମୁମ୍ୱାଇର ଏକ ହସ୍ପିଟାଲରେ  ମୃତ୍ୟୁ…

ଦ୍ୱିତୀୟ ଦିନରେ ସୁରୁଖୁରୁରେ ଆଗେଇ ଚାଲିଛି କାମ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଦ୍ୱିତୀୟ ଦିନ । ରଥ ନିର୍ମାଣ କାମକୁ ତ୍ୱରାନ୍ଵିତ କରିବା ପାଇଁ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବକ ଓ ରୂପକାର ସେବକ । ରଥଖଳାକୁ ସଂପୂର୍ଣ୍ଣ ନିଷିଦ୍ଧାଞ୍ଚଳ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ତିନି ରଥ ପାଇଁ ଆବଶ୍ୟକ…

ମଞ୍ଚେଶ୍ୱର ଆକ୍ରାନ୍ତ ବିରିୟାନୀ ଡେଲିଭରି ବୟ, ବୁଲିଛନ୍ତି ରାଜଧାନୀର ଏହି ସବୁ ଅଞ୍ଚଳ

ଭୁବନେଶ୍ୱର() ଭୁବନେଶ୍ୱରରୁ ୩ କରୋନା ପଜିଟିଭ ଗତ ଗୁରୁବାର ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଜଣେ ଡେଲିଭରି ବୟ ବୋଲି ଜଣାପଡିଛି। ସେ ରାଜଧାନୀର ବିିଭିନ୍ନ ଅଞ୍ଚଳ ବୁଲି ବିରିୟାନୀ ଡେଲିଭରି ଦେଉଥିଲେ। ସେ ମଞ୍ଚେଶ୍ୱରରେ ରହୁଥିବା ବେଳେ…

ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର() ଆସନ୍ତା ୪ ଦିନ ପର୍ୟ୍ୟନ୍ତ କାଳବୈଶାଖୀର ସମ୍ଭାବନା ଥିବାରୁ ତାପମାତ୍ରା ଅପରିବର୍ତ୍ତିତ ରହିବ। ଅନ୍ୟପଟେ ୧୦ ତାରିଖରେ ବଡ଼ ଧରଣର କାଳବୈଶାଖୀ ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହା ଜନିତ କ୍ଷୟକ୍ଷତି ପାଇଁ ପ୍ରସ୍ତୁତ…

ହ୍ୱାଟ୍ସଆପ୍ ମାଧ୍ୟମରେ ସ୍କୁଲରେ ଆଡ଼ମିସନ କରିବା ପାଇଁ ନିଷ୍ପତ୍ତି

କରୋନା ଯୋଗୁଁ ଦେଶରେ ୧୯୮୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ହଜାରରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କରୋନା କେବଳ ଯେ ମଣିଷ ଜୀବନକୁ ପ୍ରଭାବିତ କରୁଛି ତାନୁହେଁ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହାର ଖରାପ…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ହଜାର ୬୬୨କୁ ବୃଦ୍ଧି ପାଇଥିବା ବେଳେ ୧୭ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩୯ହଜାର ୮୩୪ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୭୩୧, ଗୁଜୁରାଟରେ ୪୪୯,…

ରିଲାଏନ୍ସ ଜିଓ ଲଞ୍ଚ କଲା ସାନଦାର “ବୋର୍କ ଫ୍ରମ ହୋମ” ପ୍ଲାନ

କରୋନା ଆତଙ୍କ କାରଣରୁ ପୃଥିବୀର ଅଧିକାଂଶ ରାଷ୍ଟ୍ରରେ ଲକ ଡାଉନ ପରିସ୍ଥିତି ଜାରି ହୋଇଛି । ଏହି କାରଣରୁ ଅଧିକାଂଶ ଅଫିସ ନିଜ କର୍ମଚାରୀଙ୍କ ପାଇଁ “ବୋର୍କ ଫ୍ରମ ହୋମ” ସୁବିଧା ଯୋଗାଇଛନ୍ତି । କିନ୍ତୁ ଘରୁ କାମ କରିବା ପାଇଁ ଲାପଟପ ଓ ଇଣ୍ଟରନେଟ ସୁବିଧା ପାଖରେ ଥିବା ନିହାତି ଦରକାର । ଏହି…

ମୟୂରଭଞ୍ଜରେ ଆଉ ୩ ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ତେବେ ମୟୂରଭଞ୍ଜରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ହୋଇଛି । ଏନେଇ…