Odia News Portal

ଭୁବନେଶ୍ୱରରୁ ୫ଜଣ ପଜିଟିଭ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର() ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୫ଜଣଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧରୁ ୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୫ଜଣଙ୍କ…

ଭେଣ୍ଟିଲେଟରରେ ପାକିସ୍ତାନର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ତାଙ୍କୁ ଏବେ ରାୱଲପିଣ୍ଡି ସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବାର ସୂଚନା ମିଳିଛି । କିଛି ଦିନ ତଳେ ସେ କରୋନା…

ରାଜ୍ୟରେ ଆଜି ନୂଆ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ନୂଆ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ସଂଖ୍ୟା ୪୦୫୫କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୧୨୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ବାକି ୧୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜି ୧୫ଟି ଜିଲ୍ଲାରୁ ୧୪୬ ଜଣ ନୂଆ…

ଲଗାତର ୯ ଦିନ ଧରି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

କରୋନା ସଂକଟ ମଧ୍ୟରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହେଉଛି। ଲଗାତର ୯ ଦିନ ଧରି ବଢ଼ିଲା ତୈଳ ଦର। କରୋନା ମହାମାରୀ ଏବଂ କରୋନା କଟକଟାରେ ଲୋକେ ଆର୍ଥିକ ସଂକଟ ଦେଇ ଗତି କରୁଥିବାବେଳେ ଏବେ ଚିନ୍ତା ବଢ଼ାଇଛି ତୈଳ ଦର। ଗତ ୯ ଦିନ ଧରି ବୃଦ୍ଧି ପାଉଛି ତୈଳ ଦର। ଆଜି ପେଟ୍ରୋଲ ପ୍ରତି ଲିଟର…

୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୪ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ପ୍ରବାହ ଶକ୍ତିଶାଳୀ ଥିବାରୁ ଏହାର ପ୍ରଭାବରେ ସୋମବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ମଙ୍ଗଳବାର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ…

ସଙ୍କଟରେ ଗଜରାଜ : ଦୁଇ ହାତୀକୁ ମାରି କାଢିନେଲେ ଦାନ୍ତ

କେନ୍ଦୁଝର :  ସଙ୍କଟରେ ଗଜରାଜ । ଦୁଇଟି ହାତୀଙ୍କୁ ହତ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅଧିନସ୍ତ ବୈତରଣୀ ସଂରକ୍ଷିତ ଜଙ୍ଗଲ ଗୁରୁବେଡା ନିକଟରେ ରେ ଦୁଇଟି ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ଦନ୍ତା ହାତୀ ।  ଦୁଇଟିଙ୍କୁ  ହତ୍ୟା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସୌନ୍ଦର୍ଯ୍ୟ ବୋଧର ନୂତନ ଅନୁଭବକୁ ଉପଲବ୍ଧତ୍ କରିବେ। ଦୀର୍ଘଦିନ ହେଲା ଚେଷ୍ଟା କରୁଥିବା କାମରେ ଆକସ୍ମିକ ସଫଳତା ସଙ୍ଗକୁ ଆଶା କରୁଥିବା ଦିଗରୁ ଅଧିକ ଧନ ପାଇ ଖୁସି ହେବେ। ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ। କୃତ୍ତିକା ନକ୍ଷତ୍ରର ମାନସିକ ସ୍ଥିତି ସେତେଟା ଭଲ ରହିବ…

ଆଜି ପୁଣି ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୩୦ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୩ଜଣ, ଗଞ୍ଜାମରୁ ୧୭ଜଣ, କଟକରୁ ୧୧ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୧୦ଜଣ, ଗଜପତିରୁ ୮ଜଣ, ବରଗଡ଼ରୁ ୫ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ…

ସୁଶାନ୍ତ ସିଂଙ୍କ ଦେହାନ୍ତରେ ଆଇପିଏସ ଅମିତାଭ ଠାକୁରଙ୍କ ଶୋକ

ଭୁବନେଶ୍ବର() ଓଡିଆ କ୍ୟାଡ଼ରର ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଟ୍ବିଟ ଯୋଗେ ଗଭିର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, "କିଛି ଦିନ ପୁର୍ବେ ଆମେ କଥା ହୋଇଥିଲୁ । ମୋ ବାହାଘରରେ ସବୁଠାରୁ ଅଧିକ ନାଚି ଥିଲ ଓ ମସ୍ତି କରିଥିଲ…

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା

ମୁମ୍ବାଇ,() ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଆଜି ମୃତ୍ୟୁ ଘଟିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ବେକରେ ଫାଶୀ ଲାଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ସୁଶାନ୍ତଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ପୋଲିସକୁ ଫୋନ…