Odia News Portal

ଆଜି ଭୁବନେଶ୍ୱରରୁ ୧୬ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ  ବା ବିଏମସି ଅଞ୍ଚଳରୁ ଆଉ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ଚିହ୍ନଟଙ୍କ ମଧ୍ୟରୁ ୧୪ ଜଣ କ୍ଵରେଣ୍ଟୀନ ସେଣ୍ଟରର…

ହାତୀ ଟାଣିବ ରଥ !

ପୁରୀ() କରୋନା ସଙ୍କଟ ମଧ୍ୟରେ ରଥ ଯାତ୍ରା କିପରି ହେବ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ବିନା ଭକ୍ତରେ ପ୍ରଥମଥର ପାଇଁ ଶ୍ରୀଜୀଉଙ୍କ ରଥଯାତ୍ରା ହେବ । କେବଳ ସେବାୟତ ଓ ପୋଲିସ କର୍ମୀମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହାରି ମଧ୍ୟରେ ପୁରୀ ରଥ ଯାତ୍ରାରେ ହାତୀ ଦ୍ୱାରା ରଥ…

ଆଜି ଆଉ ୧୮୬ କରୋନା ପଜିଟିଭ୍ ଚିହ୍ନଟ,୧୫ ଲୋକାଲ କେସ

ଭୁବନେଶ୍ୱର()ସାରା ରାଜ୍ୟରେ ଆଜି ନୂଆ ୧୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ମୋଟ ୨୦ଟି ଜିଲ୍ଲାରୁ ୧୮୬…

କରୋନା ମହାମାରୀ ସମୟରେ କାହା ସ୍ୱାର୍ଥକୁ ରକ୍ଷା କରୁଛି ଓମ୍‍ଫେଡ୍‍ ?

ଭୁବନେଶ୍ବର : ଓମ୍‍ଫେଡ୍‍ ଗଠନ ହୋଇଥିଲା ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଦୁଗ୍ଧ ଚାଷୀଙ୍କ ଉନ୍ନତି ଏବଂ ଲୋକଙ୍କୁ ଉନ୍ନତମାନର ଦୁଗ୍ଧ ଯୋଗାଣ ପାଇଁ । ହେଲେ କରୋନା ମହାମାରୀ ସମୟରେ ଏହି ଅର୍ଦ୍ଧ ସରକାରୀ ସଂସ୍ଥାଟି ଯେଭଳି ଆଚରଣ କରୁଛି ତାହାକୁ ଦେଖିଲେ ଚାଷୀ ଓ ଗ୍ରାହକଙ୍କ ସ୍ୱାର୍ଥ…

ଗଂଜାମରେ ୩ କୋଭିଡ ଯୋଦ୍ଧାଙ୍କୁ କରୋନା ପଜିଟିଭ

ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ପୁଣି ୪ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୩ ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପ୍ରକୃତିବଶତଃ ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି। ବହୁତଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ କିଛି ବିଫଳତାରୁ ଚିନ୍ତିତ ରହିପାରନ୍ତି। ଅଫିସିଆଲି କାମ ଚାପରେ ନିଜକୁ ଆଡ୍‌ଜଷ୍ଟ କରିବାକୁ ବାଧ୍ୟ ହେବେ। ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।…

ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ

ଭୁବନେଶ୍ବର :  ରଜ ପାଇଁ କର୍ଫ୍ୟୁ କୋହଳ କରି ଭିଡ଼ ହେବା ପରେ ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ। ଦୋକାନୀ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସୁନିଶ୍ଚିତ କରିବେ। ଏହାର ଉଲ୍ଲଙ୍ଘନ ହେଲେ ଦୋକାନ ସିଲ କରାଯିବ। ଟ୍ରେଡ ଲାଇସେନ୍‌ସ…

ଓଡ଼ିଶାରେ ମିତ୍ତଲ କରିବେ ୨ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର :  କୋଭିଡ ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶିଳ୍ପପତି ଏଲ୍‌ଏନ୍‌ ମିତ୍ତଲଙ୍କ ଭିତରେ ରାଜ୍ୟରେ ପୁଞ୍ଜିନିବେଶ ନେଇ ଭିଡିଓ କନଫରେନସିଙ୍ଗ ଜରିଆରେ ଆଲୋଚନା ହୋଇଛି । ଓଡ଼ିଶାରେ ମିତ୍ତଲ କରିବେ ୨ ହଜାର କୋଟିର ପୁଞ୍ଜି ନିବେଶ । ପାରାଦୀପ ପେଲେଟ୍‌ ପ୍ଲାଣ୍ଟର କ୍ଷମତା…

ସେକ୍ସ ଭିଡ଼ିଓ ଦେଖାଇ ନିଜ ଝିଅକୁ ବାପା କରୁଥିଲେ ଦୁଷ୍କର୍ମ

ମୁମ୍ୱାଇ : ବାପା ଡାକରେ ଯେତେ ପବିତ୍ରତା ଥାଏ , ତା ଆଉ କେଉଁଥିରେ ନଥାଏ । ସେ ସନ୍ତାନ ପାଇଁ ଆଶ୍ରା ଓ ଆଶା ସଦୃଶ୍ୟ । ଦୁନିଆରେ ତାଙ୍କ ପରିଚୟରେ ସନ୍ତାନଟିଏ ଦୁନିଆଁ ଦାଣ୍ଡରେ ନିଜକୁ ଦୃଢ଼ କରେ । ଆଉ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରେ । ଯଦି ସେହି ବାପା ସଇତାନ ହୋଇଯାଏ । ତାହେଲେ…

ନିରଞ୍ଜନ ନା ଟାଇଟାନିକର ନାବିକ ?

ଭୁବନେଶ୍ବର : ଲକଡାଉନ୍ ସମୟ । ଶଙ୍କୁନା କହଁର ନାମକ ଜଣେ କଂଗ୍ରେସ କର୍ମୀ କଂଗ୍ରେସ ଭବନ ଭିତରେ ଲୋକଙ୍କ ପାଇଁ ଖାଇବା ପାଇଁ ବ୍ୟବସ୍ଥା କଲେ । କଂଗ୍ରେସ ଭବନ ଅଛି ମାଷ୍ଟର କ୍ୟାଣ୍ଟିନ୍ ଛକରେ । ଭିକାରୀଠାରୁ ଆରମ୍ଭ କରି ଶ୍ରମିକଙ୍କ ପର୍ଯ୍ୟନ୍ତ ପ୍ରଥମ ଦିନ ପ୍ରାୟ ପାଞ୍ଚ ଶହ ଲୋକ…