Odia News Portal

ଜାଳିଦେଲେ ଗୋଡି ବୋଝେଇ ହାଇୱା

ଆଳି : ଆଜି ସକାଳୁ କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାରରେ ପାର୍କିଂ କରିଥିବା ଏକ ଗୋଡି ବୋଝେଇ ହାଇୱାକୁ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି। ଫଳରେ ବଜାର ମଝିରେ ହାଇୱାଟି ହୁ ହୁ ହୋଇ ଜଳିଥିଲା। ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ହାଇୱାଟି ସମ୍ପୂର୍ଣ୍ଣ ଜଳିଯାଇଛି।

ଦୁଇଟି ସ୍ଥାନରୁ ୪୩ କଇଁଛ ଜବତ, ୪ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର ଦୁଇଟି ସ୍ଥାନରୁ ଜବତ ହୋଇଛି ୪୩ ଟି କଇଁଛ ଓ ଦୁଇଟି ମୋଟର ସାଇକେଲ। ଚୋରା କଇଁଛ କାରବାରରେ ୪ ଜଣଙ୍କୁ କୋର୍ଟ ଚାଲାଣ ହୋଇଛି । ସେମାନେ ହେଲେ ଏମ୍ଭି – ୯୬ ଗାଁର ବିଶ୍ୱ ସିଲ୍ , ବଲାଇ ସରକାର , ଏମ୍.ପି.ଭି – ୬୫ ଗାଁର ସାଗର ମଲ୍ଲିକ ଓ…

ଭୁବନେଶ୍ୱରରୁ ପୁଣି ୩ କରୋନା ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ। ବିମାନବନ୍ଦର ନିକଟ ଭୀମପୁରରୁ ଜଣେ ୨୭ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସେ ନିକଟରେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଡୁମୁଡୁମା ହାଉସିଂବୋର୍ଡ କଲୋନୀର ଜଣେ ୪୭ବର୍ଷୀୟ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା…

ଖେଳ ପଡିଆରେ ଛକା ଚଉକା ମାରୁଥିବା ଏହି କ୍ରିକେଟର କରୋନା ପଜିଟିଭ୍‌

ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦି ହେଲେ କରୋନା ପଜିଟିଭ୍‌। ପଡିଆରେ ବୋଲରଙ୍କ ସହ ଲଢ଼େଇ କରୁଥିବା ସାହିଦ ଆଫ୍ରିଦି ଏବେ ମହାମାରୀ କରୋନା ଭାଇରସ ସହ ସଂଘର୍ଷ କରୁଛନ୍ତି। ଏହାର ସୂଚନା ସେ ନିଜେ ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୁରୁବାର ପର୍ଯ୍ୟନ୍ତ ତାଙ୍କ…

ଓଡିଶା ଫେରିବେ ବିଜୟ ମହାନ୍ତି

ଭୁବନେଶ୍ବର : ଗତକାଲିଠାରୁ ବିଜୟ ମହାନ୍ତିଙ୍କୁ ଓଡିଶା ଫେରାଇ ଆଣିବାକୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମଙ୍କୁ ହାଇଦ୍ରାଦାଦ୍  ପଠାଯାଇଛି। ଡାକ୍ତରୀ ଟିମ୍ ଗତକାଲି ହାଇଦ୍ରାବାଦରେ ପହଞ୍ଚି ସେଠାରେ ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସେଠାରୁ ସେ ବାହାରି…

ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମରୁ ସର୍ବାଧିକ ୩୩ ଜଣ ଆରୋଗ୍ୟ ହୋଇଛନ୍ତି । ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗିର ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୭, କଟକରୁ ୪,…

ବ୍ୟବସ୍ଥାକୁ ତାତ୍ସଲ୍ୟ, ୧୨୦ ବର୍ଷୀୟ ବୃଦ୍ଧା ଗଲେ ବ୍ୟାଙ୍କ

ନୂଆପଡା : ବ୍ୟାଙ୍କ ନଗଲେ ମଳିବନି ଟଙ୍କା। ଯେମିତି ହେଉ ଆକାଉଣ୍ଟ ଧାରୀଙ୍କୁ ବ୍ୟାଙ୍କ ପର୍ଯ୍ୟନ୍ତ ଆଣିଲେ ଯାଇ ଟଙ୍କା ମିଳିବ ବେଲି କହିଲେ ବ୍ୟାଙ୍କ ମ୍ୟାନେଜର। ପରେ ନିଜ ବୃଦ୍ଧା ଝିଅ ୧୨୦ ବର୍ଷର ମାକୁ ଖଟିଆରେ ଶୁଆଇ ବ୍ୟାଙ୍କଯାଏଁ ଘୋଷାରି ଘୋଷାରି ନେଲେ। ଏଘଟଣାଟି ହେଉଛି ନୂଆପଡା ଜିଲ୍ଲା…

ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର()  ରାଜ୍ୟ ବାହାରୁ କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର କହିଥିଲେ । ଆଜି ସେହି ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ,ପିଡ଼ି ଓ ବିଡ଼ିଓଙ୍କୁ ଚିଠି ଲେଖି ଖର୍ଚ୍ଚର ହିସାବ ମାଗିଛିି…

୮ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର()ଆସନ୍ତା ୨୪ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ରାଜ୍ୟରେ ୮ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୮ଜିଲ୍ଲା…

କାହିଁକ ଶୋ’ରୁମ୍ ଓ ଦୋକାନ ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ୍ ବାଜିଥାଏ

କେବେ ନା କେବେ ତ ଏହି କଥାକୁ ଆପଣ ଧ୍ୟାନ ରଖିଥିବେ ଘଣ୍ଟାର ବଡ ଶୋ’ ରୁମ୍ ହେଉ କିମ୍ବା ଛୋଟ ଦୋକାନ, ସେଠାରେ ଥିବା ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ ହିଁ ବାଜିଥାଏ। କେବଳ ସେତିକି ନୁହେଁ ବିଜ୍ଞାପନରେ ମଧ୍ୟ ସେଭଳି ସମାନ କଥା ଦେଖିବାକୁ ମିଳେ। ତେବେ ଏହା ପଛର କାରଣ କ’ଣ ହୋଇଥାଇ ପାରେ…