Odia News Portal

ରନ୍ଧାଖାଦ୍ୟ ମିଳିନଥିବା ଅଭିଯୋଗ ଆଣିଲେ ଡିପଲ ନଗର ଭିନ୍ନକ୍ଷମ

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ନିକଟବର୍ତ୍ତୀ ଆଙ୍କୁଶପୁର ପଞ୍ଚାୟତ ଅନ୍ତର୍ଗତ ଲେପ୍ରସି କଲୋନୀ କୁହାଯାଉଥିବା ଡିପଲ ନଗର ବାସୀଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ମିଳିନଥିବା ନେଇ ଅଭିଯୋଗ କରିଛନ୍ତି । କୁକୁଡ଼ାଖଣ୍ଡି ଠାରୁ ମାହୁରୀ କାଳୁଆ ରାସ୍ତାରେ ଥିବା ଏହି କଲୋନୀରେ…

ଓଡିଶାର କରୋନା ମ୍ୟାପ୍ ନୂଆ ଜିଲ୍ଲା ସାମିଲ

ଭୁବନେଶ୍ବର : ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଗଞ୍ଜାମ ହୋଇଥିବା ଜିଲ୍ଲାର ସୂଚନା ମିଳିଛି। ଓଡିଶା ମ୍ୟାପରେ ନୂଆ ଜିଲ୍ଲା ସାମିଲ ହେଇଛି। ଏବେ ରାଜ୍ୟରେ ୧୬ଜିଲ୍ଳାକୁ କରୋନା ବ୍ୟାପିଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ…

ମଣିଷ ପଣିଆ ଛଡାଇ ନେଇଛି କରୋନା

ଯାଜପୁର ଟାଉନ : କରୋନା ଭୟରେ ଲୋକମାନଙ୍କ ମଧ୍ୟରେ ହଜି ଯାଉଛି ମଣିଷ ପଣିଆ । କରୋନା ଏବେ ମଣିଷ ମଣିଷ ଭିତରେ ଦୂରତାକୁ ମଧ୍ୟ ବଡାଇଦେଉଛି । ଯିଏ ଦିନେ ମିଳିମିଶି ଏକାଠି ଖାଉଥିଲେ, ପରସ୍ପର ଭଲମନ୍ଦରେ ସହାୟତାର ହତା ବଡାଉଥିଲେ । ଏବେ କିନ୍ତୁ କରୋନା ଭୟ ଏସବୁକୁ ଚୁରମାର କରିଦେଇଛି । ଯାହାର ଏକ…

ଜିଲ୍ଲା ସରକାରୀ ୱେବସାଇଟ୍‍ରେ ଓଡିଆ ଭାଷାର ବିକୃତିକରଣ

ଜଗତ୍‍ସିଂହପୁର : ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ପ୍ରଚଳନ ପାଇଁ ରାଜ୍ୟ ସରକାର ଆଇନ୍‍ ଆଣିବାପରେ ଅନେକ ଜିଲ୍ଲା ପ୍ରଶାସନ ସେମାନଙ୍କ ୱେବସାଇଟ୍‍କୁ ଓଡିଆରେ ପ୍ରସ୍ତୁତ କରିଛନ୍ତି । ହେଲେ ସରକାରୀ ପଇସାରେ ପ୍ରସ୍ତୁତ ଏହି ଓଡିଆ ୱେବସାଇଟ୍‍ରେ କି ପ୍ରକାର ଓଡିଆ ଲେଖା ହେଉଛି ତାହାକୁ କେହି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର କାମ ଗୁଡିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ। ଘରେ ନିଜ ପରିସରର ବନ୍ଧୁଙ୍କ ସହିତ ଖୁସିର ଆସର ଜମିପାରେ। ପ୍ରଶାସନ,ଆନୁଷ୍ଠାନିକ କା, ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ…

ସ୍ଥାୟୀ କର୍ମୀ ନିଯୁକ୍ତି କରାଗଲେ ଅର୍ଥନୀତି ସୁଦୃଢ ହେବ

ନୂଆଦିଲ୍ଲୀ () ଓଡିଶାର ପମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ କରୋନା ସମୟରେ ରାଜ୍ୟରେ ପରିସ୍ଥିତି, ଏହାର ତ୍ୱରିତ ମୁକାବିଲା ଓ ଲମ୍ବା ସମୟ ବିକାଶ ଯୋଜନା ଉପରେ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କରୋନା…

ଗଣମାଧ୍ୟମ ପାଇଁ ଗାଇଡ଼ ଲାଇନ ଜାରି

ଭୁବନେଶ୍ୱର() ଲକ ଡାଉନ ପାଇଁ ଓଡ଼ିଶା ବାହାରେ ବହୁ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି।ଏହାସହ ୩ଦିନ ହବ ବାହାର ରାଜ୍ୟରୁ ଶ୍ରମିକ ମାନେ ଫେରୁଛନ୍ତି। ତେଣୁ ସେମାନଙ୍କ ଠାରୁ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକମାନେ ଉସ୍ଚୁକ ରହିବା…

ଲକଡାଉନରେ ରେକର୍ଡ ଭାଙ୍ଗିଲା Tiktok

କରୋନା ମହାମାରୀ ଯୋଗୁ ଏବେ ବିଶ୍ୱର ଅଧିକାଂଶ ଦେଶକୁ ଲକଡାଉନ କରିଦିଆଯାଇଛି। ଏହି ସମୟରେ ଲୋକମାନେ ଘରେ ବସି ବସି ବୋର ହେବା ଅପେକ୍ଷା କିଛି ନୂଆ କରୁଥିବା ଦେଖିବାକୁ ମିଳିଛି। ଏବେ ଲୋକମାନେ ଅଧିକ ସମୟ ଟିକଟକରେ ବିତାଉଛନ୍ତି। ଇତିମଧ୍ୟରେ Tiktokକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

କଳିଙ୍ଗା ଘାଟୀରେ ଓଲଟିଲା ସୁରଟ୍‌ରୁ ଫେରୁଥିବା ବସ୍‌

ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟ୍‌ରୁ ଫେରୁଥିବା ବସ୍‌ କନ୍ଧମାଳ କଳିଙ୍ଗା ଘାଟୀରେ ଦୁର୍ଘଟଣା ଗ୍ରସ୍ତ । ଘାଟୀରେ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି । କିଛି ସମୟ ପୂର୍ବରୁ ହୋଇଥିବା ଏହି ଦୁର୍ଘଟଣା ପରେ ଉଦ୍ଧାର…

ଆରମ୍ଭ ହେଲା ଅପରେସନ ଶୁଭଯାତ୍ରା

ଭୁବନେଶ୍ୱର ()ବିଭିନ୍ନ ରାଜ୍ୟରେ ଫସିଥିବା ଲୋକଙ୍କୁ ଟ୍ରେନ ଯୋଗେ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ଅପରେସନ ଶୁଭଯାତ୍ରା । ପ୍ରଥମ ପର୍ଯ୍ୟାୟରେ କେରଳରୁ ଆସୁଛନ୍ତି ପ୍ରବାସୀ ଓଡିଆ । ୧୧୫୦ ଜଣ ଓଡିଆ ଏକ ସ୍ୱତନ୍ତ୍ର ଟ୍ରେନ କେରଳରୁ ଆସୁଛନ୍ତି । ଏହି ଟ୍ରେନଟି ୨ଟି ଷ୍ଟେସନରେ ଅଟକିବ । ଗଂଜାମ…