Odia News Portal

ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କୋଇଲ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା ।ଗତକାଲି କୋଇଲ ଗାଁ ର ଯୋଗେନ୍ଦ୍ର ବେହେରା କ ଝିଅ ଦ୍ରୌପଦୀ ବେହେରା ଛେଳି ଚରାଇ ବାକୁ ଯାଇ ଘରକୁ ଫେରି ନଥିଲେ ।ଏବଂ ଗତକାଲି ଠାରୁ ମୃତ ଦ୍ରୌପଦୀ ର ପରିବାର ଲୋକେ ଖୋଜି କରିଥିଲେ କିନ୍ତୁ…

ଲକଡ଼ାଉନ୍ ସମୟରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସହଯୋଗୀଙ୍କ ପାଇଁ ଆମାଜନ୍ ଇଣ୍ଡିଆର ସ୍ୱତନ୍ତ୍ର ଫଣ୍ଡ୍‌

ଭୁବନେଶ୍ୱର : ଆମାଜନ୍ ଉପରେ ବ୍ୟାପକ ରୂପେ ନିର୍ଭର କରୁଥିବା ଲଜିଷ୍ଟିକ୍ସ କ୍ଷେତ୍ରର ଏସ୍‌ଏମ୍‌ବିଗୁଡିକୁ ସକ୍ଷମ କରିବା ପ୍ରୟାସରେ କମ୍ପାନୀ ପକ୍ଷରୁ ଏକ ପାର୍ଟନର୍ ସପୋର୍ଟ ଫଣ୍ଡ୍ ଆରମ୍ଭ କରାଯାଇଛି । ଲଜିଷ୍ଟିକ୍ସ କ୍ଷେତ୍ରର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟଗୁଡିକ ପାଇଁ ଏହି ପାର୍ଟନର୍ ସପୋର୍ଟ…

ଲକ୍‌ଡାଉନ୍‌ରେ ମଦ ବେପାର କରି ଯୁବକ ଗିରଫ

କଟକ : ଲକ୍‌ଡାଉନ୍‌ ବେଳେ ମଦ କଳାବଜାର ଥମିବାର ନାଁ ନେଉନି । ଓଲଟି ଦିନକୁ ଦିନ ବଢ଼ିଚାଲିଛି । ମଦ କଳାବଜାର ରୋକିବାକୁ କମିଶନରେଟ୍‌ ପୁଲିସ ମାରାଥନ୍‌ ଚଢ଼ଉ ଜାରି ରଖିଛି । ଏହି ଚୋରା ମଦ କାରବାର କରି ଜଣେ ଯୁବକ ଗିରଫ ହୋଇଛି।  କୁଇକ୍‌ ଆକ୍ସନ ଟିମ୍ ଓ ଚାଉଳିଆଞ୍ଜ‌ ଥାନା ପୁଲିସ୍ ମିଳିତ…

ମାନବିକତା ଦେଖାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

କଟକ()  ଆଜି ପୁଣି ମାନବିକତା ର ପରିଚୟ ଦେଖାଇଲେ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳ। ଆଜି ଜଣେ ମୃତ ବ୍ୟକ୍ତିଙ୍କ ଶବକୁ ମୟୁରଭଞ୍ଜ ର ବେତନଟୀ ଏବଂ ୬ ବର୍ଷର କ୍ୟାନ୍ସର ପୀଡିତ ଶିଶୁକୁ ରାୟଗଡା ଜିଲ୍ଲା ବିଷମ କଟକକୁ ନିଜସ୍ୱ ନିଷ୍ଲୁକ ଆମ୍ବୁଲାନ୍ସ ରେ ପଠାଇ…

କରୋନା ମୁକାବିଲାରେ ନବୀନ ମାର୍ଗଦର୍ଶକ

ଭୁବନେଶ୍ୱର () ବିପର୍ଯ୍ୟୟ ମୁକାବିଲାରେ ନବୀନ ଏକ ନମ୍ବର । କରୋନା ମୁକାବିଲାରେ ମଧ୍ୟ ନବୀନ ସାଜିଛନ୍ତି ମାର୍ଗଦର୍ଶକ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟ ଶୈଳୀ ଏବେ ଦେଶର ଯୁବ ନେତାଙ୍କ ପାଇଁ ହୋଇଛି ପ୍ରେରଣା । ଏକଥା ଖୋଦ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.…

ଭିନକ୍ଷମ ଛାତ୍ର ଓ ସଫେଇ କର୍ମଚାରୀଙ୍କୁ ସହାୟତାର ହାତ ବଢାଇଲେ ଅର୍ଜୁନ

ଭୁବନେଶ୍ବର : ବର୍ତ୍ତମାନ ସମୟରେ ବିପଦର ବନ୍ଧୁ ସାଜିଛନ୍ତି କରୋନା ଯୋଦ୍ଧା । ସାରା ଦେଶକୁ ଏହି ମହାମାରୀ ଭୁତାଣୁ ଦାଉରୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରିଦେଉଛନ୍ତି କରୋନା ଯୋଦ୍ଧା । ଏମାନେ ନିଜ ଦୁଃଖ କଷ୍ଟକୁ ଭୁଲି କିଭଳି ଦେଶକୁ ଏହି ମହାମାରୀରୁ ରକ୍ଷା ଲରାଯାଇପାରିବ ସେ ଦିଗରେ…

ଆମେ ଘରକୁ ଯିଵୁ : ସିମେଣ୍ଟ ମିକ୍ସରରେ ପଶିକରି ଆସୁଛନ୍ତି ଶ୍ରମିକ

ଇନ୍ଦୋର ମେ ୨- ଲକ୍‌ଡାଉନ୍‌ ବେଳେ ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । କେତକ ରାଜ୍ୟରୁ ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟରୁ ଫେରୁଥିବା ନଜିର ରହିଛି । ଆଗରୁ କଣ୍ଟେନରମାନଙ୍କରେ ଶ୍ରମିକମାନେ ଫେରୁଥିବା ଖବର ମିଳିଥିବା ବେଳେ ଏବେ ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନେ…

ଯାହା ବି କରୁଛନ୍ତି ଅନୁଶାସନ ସହ କରନ୍ତୁ

ଭୁବନେଶ୍ୱର() କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ଏହି ସବୁ ନୀତିକୁ ରାଜ୍ୟ ସରକାର ଆପଣେଇଛନ୍ତି । ଯାହା ବି କରନ୍ତୁ ମାନବିକତା ସହ କରନ୍ତୁ ବୋଲି ସେ କହିଛନ୍ତିି । ଯାହା ବି କରାଯିବ ମହତ୍ତର ଉଦ୍ଦେଶ୍ୟ ସହ କରାଯିବ । ଯାହା…

ପ୍ରଶାନ୍ତି ଵିହାରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବର୍ତମାନର ସମୟରେ ରକ୍ତ ଅଭାବରୁ କେହି ଅସୁବିଧାରେ ନ ପଡନ୍ତୁ ଏଥି ପ୍ରତି ଦୃଷ୍ଟି ଦେଇ ରକ୍ତ ଦାନ କାର୍ଯ୍ୟକ୍ରମରେ ସାମୁହିକ ଯୋଗଦାନ ନିମନ୍ତେ ଅନୁରୋଧ କରିଥିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଆଜି ସମାଜସେବୀ ମିହିର…

କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପକୁ ୟେଦିୟୁରପ୍ପାଙ୍କ ପ୍ରଶଂସା

ଭୁବନେଶ୍ୱର() ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । କରୋନା ମୁକାବିଲା…