Odia News Portal

ମୁଣ୍ଡବ୍ୟଥା ବି ହୋଇପାରେ କରୋନା,ଜାଣନ୍ତୁ ଆଉ ୬ ନୂଆ ଲକ୍ଷଣ

କରୋନା ଭାଇରସ ଦୁନିଆର ପ୍ରଥମ ଭାଇରସ ଯାହା ବିଷୟରେ କରାଯାଉଥିବା ରିସର୍ଚ୍ଚ ଧୀରେ ଧୀରେ ଭୁଲ ପ୍ରମାଣିତ ହେବାରେ ଲାଗିଛି। କରୋନାକୁ ନେଇ ଏବେ ବି କୌଣସି ସଠିକ ତଥ୍ୟ ମିଳିପାରିନାହିଁ। ଏପରି ହେବାର ସବୁଠାରୁ ବଡ କାରଣ ହେଉଛି ସମୟ ସହିତ କରୋନାର ରୂପ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏହା ସହିତ…

ଡ୍ରୋନ ଜରିଆରେ ନଜର ରଖାଯାଉଛି

ନୂଆଦିଲ୍ଲୀ() ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା ପରୀକ୍ଷା କରାଯାଉ । ଡ୍ରୋନ ଜରିଆରେ ତାଲାବନ୍ଦ ସ୍ଥିତି ଉପରେ ନଜର ରଖାଯାଉଛି । ଏହାସହ କେନ୍ଦ୍ରୀୟ ଟିମ୍…

ଲୋନରେ ବସ୍ କିଣାଯାଇଥିବାରୁ ଇଏମଆଇ ସୁଧ ନନେବାକୁ ପରିବହନ ମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର() ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପଦ୍ମନାଭ ବେହେରା କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ରଖିଛନ୍ତି । ସେ କହିଛନ୍ତି ଯେ ବସ ଗଡ଼ୁ ନଥିବାରୁ ଇନ୍ସୁରାନ୍ସ ଅବଧି…

ଚାଲି ଚାଲି ହାଇଦ୍ରାବାଦରୁ ଯାଜପୁର ପହଞ୍ଚିଲେ ଯୁବକ

ଯାଜପୁର : ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଲକଡାଉନ କଟକଣା । ଚାଲି ଚାଲି ହାଇଦ୍ରାବାଦରୁ ଯାଜପୁର ପହଞ୍ଚିଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ମଙ୍ଗଳପୁର ଥାନା ପାଟପୁର ଗାଁର ମୂଳ ବାସିନ୍ଦା ରମାକାନ୍ତ ଜେନା । ସେ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ । ଲକ୍‌ଡାଉନ ଯୋଗୁଁ ହୋଟେଲ…

ରାଜ୍ୟରେ ଆହୁରି ୫ ଦିନ ଘଡଘଡି ସହ ବର୍ଷା

ଭୁବନେଶ୍ୱର () ରାଜ୍ୟରେ ଆହୁରି ୫ ଦିନ ଘଡଘଡି ସହ ବର୍ଷା ଜାରି ରହିବ । ତେବେ ୨୯ ତାରିଖରୁ କାଳବୈଶାଖୀ ବର୍ଷା ସାମାନ୍ୟ କମିପାରେ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ତେବେ ମଙ୍ଗଳବାର ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)…

ପ୍ରବାସୀ ଓଡ଼ିଆଙ୍କ ଖାଇବା ପାଇଁ ଦିନକୁ ଖର୍ଚ୍ଚ ହେବ ଏତିକି ଟଙ୍କା

ଭୁବନେଶ୍ବର: ପ୍ରବାସୀ ଓଡ଼ିଆ ମାନେ ବାହାର ରାଜ୍ୟରୁ ଫେରିବା ପରେ ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ । ପ୍ରବାସୀ ଓଡ଼ିଆଙ୍କ ପାଇଁ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ପ୍ରବାସୀଙ୍କ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ…

ଓରିଫ୍ଲେମ ପକ୍ଷରୁ ଅନ୍‌କଲର୍ ରେଞ୍ଜର ଶୁଭାରମ୍ଭ

ଭୁବନେଶ୍ୱର : ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱେଡିସ୍ ଡାଇରେକ୍ଟ-ସେଲିଙ୍ଗ ବିୟୁଟି ବ୍ରାଣ୍ଡ, ଓରିଫ୍ଲେମ ପକ୍ଷରୁ ଅନ୍‌କଲର୍ ଭଳି ଏକ ଭାଇବ୍ରାଂଟ ମେକ୍‌ଅପ୍ ରେଞ୍ଜର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ରହିଛି ବିଭିନ୍ନ ରେଞ୍ଜର ଲିପ୍‌ଷ୍ଟିକ, ନେଲ୍ ପଲିସ୍ ଏବଂ ଫେସ୍ ପାଉଡର, ଯାହାକି…

ରାଉରକେଲା ନାଲା ରୋଡର କଣ୍ଟେନମେଣ୍ଟ ଜୋନ୍‌କୁ ସିଲ୍‌ କଲା ପ୍ରଶାସନ

ରାଉରକେଲା: ରାଉରକେଲା ନାଲା ରୋଡରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନାଲା ରୋଡର କଣ୍ଟେନମେଣ୍ଟ ଜୋନ୍‌କୁ ସିଲ୍‌ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୮୩ଟି ଟିମ୍‌, ସାନିଟାଇଜେସନ୍‌ ଲାଗି ୨୦ଟି ଟିମ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଲାଗି ୧୪ଟି ଟିମ୍‌ ମୁତୟନ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା

ଭୁବନେଶ୍ୱର() ଲକ ଡାଉନ ପାଇଁ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କ୍ୱାରେଣ୍ଟିନରେ ପ୍ରବାସୀଙ୍କ ପାଇଁ ସବୁ ଖର୍ଚ୍ଚ ବହନ କରିବେ ସରକାର । ୧୪ଦିନ ପାଇଁ ସମସ୍ତ ବ୍ୟବସ୍ଥା ସରକାର ଯୋଗାଇ ଦେବେ । ପ୍ରତି ବୟସ୍କ ପାଇଁ ଦିନକୁ ୧୨୦ ଓ ଛୋଟ ଛୁଆଙ୍କ…

ଦେଶରେ ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି

ନୂଆଦିଲ୍ଲୀ()  ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍ । ଦେଶରେ ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି ହୋଇଛି । କରୋନାରେ ୨୯ ହଜାର ୪୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୮୬୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୧ ହଜାର ୬୩୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେପଟେ ରାଜ୍ୟରେ…