Odia News Portal

ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ

ଭୁବନେଶ୍ୱର() ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ ହୋଇଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୂର୍ବତଟ ରେଳବାଇ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ୧ରୁ ଚାଲିବାକୁ ଥିବା…

ଯୁଦ୍ଧ ସମାପ୍ତ ହେବା ପରେ କାହିଁକି ଜଳିଗଲା ଅର୍ଜୁନଙ୍କ ରଥ ? , ଜାଣନ୍ତୁ…

ମହାଭାରତରେ କୌରବ ସେନାରେ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଭଳି ମହାରଥୀ ଥିଲେ । ଏଥିପାଇଁ ଦୁର୍ଯ୍ୟେଧନଙ୍କୁ ଲାଗୁଥିଲା କି ସେ ସହଜରେ ପାଣ୍ଡବଙ୍କୁ ଯୁଦ୍ଧରେ ହରାଇଦେବେ । କିନ୍ତୁ ପାଣ୍ଡବଙ୍କ ପକ୍ଷରେ ସ୍ୱୟଂ ଶ୍ରୀକୃଷ୍ଣ ଥିଲେ । ସେ ଅର୍ଜୁନଙ୍କ ସାରଥୀ ହୋଇଥିଲେ ଏବଂ ଯୁଦ୍ଧ ହେବା…

ଆଜି ତିନ ରଥର ଚକ ଡେରା କାର୍ଯ୍ୟ

ପୁରୀ() ନିର୍ମାଣକାରୀମାନେ ରଥର ଗୟଳ ତିଆରିରେ ଲାଗିଛନ୍ତି । କରତି ସେବକମାନେ ତିନି ରଥର ବଡ଼ ପୋଲ ଗୟଳ ଚିରଟ କରି ରଥଖଳାରେ ପଇଠ କରିଛନ୍ତି । ବିଶ୍ୱକର୍ମାମାନେ ମାପ ଅନୁସାରେ ଚଉପଟ କରୁଛନ୍ତି । ଛନ୍ଦାଗୟଳ ଓ ଛୋଟ, ମଝିଲା ପୋଲ ଗୟଳ କାଠ ଭୋଇ ସେବକମାନେ ବୋହି ଆଣି ବିଶ୍ୱକର୍ମାଙ୍କୁ…

କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି

ଭୁବନେଶ୍ୱର() କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି ଟଙ୍କା ପ୍ରଦାନ ପାଇଁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସିଏମ ରିଲିଫ ପାଣ୍ଠିରୁ ୬୨କୋଟି ଟଙ୍କା ଦେବାକୁ ଏସଆରସି ଚିଠି ଲେଖିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ଏସଆରସି ।…

କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବ ନାହିଁ

କଟକ() କରୋନା ସଂକ୍ରମିତଙ୍କ ବାବଦରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କୌଣସି ମତେ କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ପରିଚୟ ପଦାକୁ ଆସିଲେ ସାମାଜିକ ନିନ୍ଦାର ଭୟ ରହିଛି । ଏପରିକି ସରକାର…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର ୯୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୨ହଜାର ୩୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮୬ହଜାର…

ସୋନୁ ସୁଦଙ୍କ ପରେ ଅଣ୍ଟା ଭିଡ଼ିଲେ ଅମିତାଭ ବଚ୍ଚନ

ମୁମ୍ବାଇ : ୧୦ଟି ବସ୍‌ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକଙ୍କୁ ନେଇ ସେମାନଙ୍କର ଗାଁରେ ଛାଡ଼ିବ । ପ୍ରତି ବସ୍‌ରେ ୨୫ରୁ ୩୦ ଜଣ ଯିବାର ବ୍ୟବସ୍ଥା ସହ ଯାତ୍ରୀଙ୍କୁ ଯାତ୍ରା ସମୟରେ ୬ ଥର ଖାଇବାକୁ ମିଳିବ । ଏହାଛଡ଼ା ସମସ୍ତଙ୍କୁ ମେଡ଼ିକାଲ୍‌ କିଟ୍‌ ବି ଦିଆଯାଇଛି । ଏମିତି ବ୍ୟବସ୍ଥା…

ବାରଣାସୀରେ ଟିକଟକ୍ ନେଲା ୫ସାଙ୍ଗଙ୍କ ଜୀବନ

ବାରଣାସୀ ରାମନଗର ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଏକ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଗଙ୍ଗା କୂଳରେ ୫ଜଣ ସାଙ୍ଗ ଗାଧୋଉଥିବା ସମୟରେ ପାଣି ବୁଡିଯାଇ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ମୃତ୍ୟୁ ହୋଇଥିବା ସମସ୍ତ ଝିଅ ରାମନଗର ଅଞ୍ଚଳର ୨ ଅଞ୍ଚଳ ୱାରୀ ଗଢହୀ…

ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ…

କର୍ମଚାରୀଙ୍କ ପଦୋନ୍ନତି ଯୋଜନାକୁ ଅଣଦେଖା

ଭୁବନେଶ୍ବର : ମୋ ସରକାର ଯୋଜନାରେ ରାଜ୍ୟ ସରକାର ନିକଟ ଅତୀତରେ କର୍ମଚାରୀଙ୍କ ପାଇଁ ଆଣିଥିବା କଲ୍ୟାଣକାରୀ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ହିଁ କନିଷ୍ଠ ଅଧିକାରୀମାନେ ଅଣଦେଖା କରୁଥିବାର ଅଭିଯୋଗ ଖୋଦ୍‍ ସଚିବାଳୟ ସେବା ବର୍ଗର କର୍ମଚାରୀମାନେ ଆଣିଛନ୍ତି । ଏଥିଯୋଗୁଁ ଚଳିତବର୍ଷ ରାଜ୍ୟ…